ଆଳତୁମା ଉଚ୍ଚ ବିଦ୍ୟାଳଳୟରେ ପ୍ରବେଶ ଉତ୍ସବ,,

ଆଳତୁମା ଉଚ୍ଚ ବିଦ୍ୟାଳଳୟରେ ପ୍ରବେଶ ଉତ୍ସବ କାମାକ୍ଷାନଗର,/୧୦/୦୪/(ଓମ ମିଡ଼ିଆ :ଦିଲ୍ଲୀପ କୁମାର ନାୟକ ) କାମାକ୍ଷାନଗର ସହରର ଆଳତୁମା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଅବସରପ୍ରାପ୍ତ ଶିକ୍ଷାବିତ ବାଟକୃଷ୍ଣ ଦାସ, କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ, ଗ୍ରାମ୍ୟ କମିଟି ସଭାପତି ବିଭୁତି ଭୂଷଣ ମହାନ୍ତି, ଆଳୁମୁନି ସଭାପତି ବାଳକୃଷ୍ଣ ମହାନ୍ତି, ଏସଏମସି ଚେୟାରମ୍ୟାନ ସରୋଜରଞ୍ଜନ ଦାସ, ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବନଳତା ସାହୁ ଅଧ୍ୟକ୍ଷତା କରିତବିବା ବେଳେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ l

Apr 10, 2026 - 20:40
 0  4
ଆଳତୁମା ଉଚ୍ଚ ବିଦ୍ୟାଳଳୟରେ ପ୍ରବେଶ ଉତ୍ସବ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0