ନୀଳମାଧ ପୁର ଗ୍ରାମ ରେ ହନୁମାନ ଜୟନ୍ତୀ ଉପଲକ୍ଷେ ରାମଚରିତ ମାନସ ଓ ମହା ଯଂଜ୍ଞ ଅନୁଷ୍ଠିତ,,

Slug- ନୀଳମାଧ ପୁର ଗ୍ରାମ ରେ ହନୁମାନ ଜୟନ୍ତୀ ଉପଲକ୍ଷେ ରାମଚରିତ ମାନସ ଓ ମହା ଯଂଜ୍ଞ ଅନୁଷ୍ଠିତ Anchor- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇଶିଙ୍ଗା ପଂଚାୟତ ର ନୀଳମାଧଵ ପୁର ଗ୍ରାମ ରେ ହନୁମାନ ଜୟନ୍ତୀ ଉପଲକ୍ଷେ ରାମ ଚରିତ ମାନସ ଓ ମହା ଯଂଜ୍ଞ ଅନୁଷ୍ଠିତ ହୋଇ ଯାଇଛି!ଏହି ଅନୁଷ୍ଠାନ ଟି ଦୀର୍ଘ 17ବର୍ଷ ର ଅନୁଷ୍ଠାନ ହୋଇ ଥିବା ବେଳେ ଏଇ ବର୍ଷ ଟି ବଡ଼ ଧୁମ ଧାମ ରେ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି ଏହି ଅବସର ରେ ହନୁମାନ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଆକ୍ଷତୃତୀୟ!ରେ ସେଶ ହୋଇ ସେଇ ଠାରୁ ନ ଅ ଦିନ ପ୍ରଯ୍ୟନ୍ତ ରାମ ଚରିତ ଆଲୋକ ପାତ କରାଯାଇ ଥା ଏ ସମଗ୍ର ଅଂଚଳ ଭକ୍ତି ଭାବ ପରିବେସ ସୃଷ୍ଟି ହୋଇ ଥିବା ର ଦେଖି ବାକୁ ମିଳି ଥିଲା ସନ୍ଧ୍ୟା ସମୟ ରେ ବହୁ ଭକ୍ତ ଙ୍କ ଭିଡ଼ ଲାଗିଥାଏ ଓ ଏହି ଅନୁଷ୍ଠାନ ର ମୁଖ୍ୟ କର୍ତା ବିନୋଦ ବିଶ୍ୱାଳ ଓ ସହଯୋଗୀ ରତ୍ନାକର ରାଉତ କୈଳାଶ ଚନ୍ଦ୍ର ଦାସ ଗୋରଙ୍ଗ ବିଶ୍ୱାଳ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ରେ ଅନୁଷ୍ଠାନ ଶୃଙ୍ଖଳିତ ଭାବ ରେ ଚାଲୁଅଛି | କାମାକ୍ଷା ନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,

Apr 22, 2026 - 07:03
 0  3
ନୀଳମାଧ ପୁର ଗ୍ରାମ ରେ ହନୁମାନ ଜୟନ୍ତୀ ଉପଲକ୍ଷେ ରାମଚରିତ ମାନସ ଓ ମହା ଯଂଜ୍ଞ ଅନୁଷ୍ଠିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0