ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛତା କାର୍ଯ୍ୟକ୍ରମ,

ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ବଡ଼ଚଣା. 13/09/2026 ଐତିହାସିକ ପୌରାଣିକ ତଥା ଓଡିଶା ର ପ୍ରସିଦ୍ଧ ପଞ୍ଚଦେବଙ୍କ ପୀଠ ପବିତ୍ର ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ଗୋପୀନାଥ ଉନ୍ନୟନ ପରିଷଦ ପରିବାର ଓ ଛତିଆ ସମାଜସେବୀ ସଂଗଠନ ପରିବାରର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଞ୍ଚଳର ସମସ୍ତ ଯୁବ ସମାଜସେବୀ ମାନେ ସ୍ୱତଃ ପ୍ରବୃତ୍ତ ହୋଇ ଅଂଶଗ୍ରହଣ କରିଥିଲେ।ଯୁବକ ମାନେ ମନ୍ଦିର ପରିସର, ସିଡ଼ି ଓ ଚାରିପାଖ ଅଞ୍ଚଳକୁ ସଫା କରିବା ସହ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିଥିଲେ। ଏହି ପବିତ୍ର ପୀଠର ପରିଚ୍ଛନ୍ନତା ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଆୟୋଜକମାନେ କହିଥିଲେ। ରିପୋର୍ଟ ସୁଶାନ୍ତ କୁମାର ବେହେରା

Sep 13, 2026 - 19:10
 0  33
ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛତା କାର୍ଯ୍ୟକ୍ରମ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0