ଆମ ଗାଁ ଆମ ପରିଚୟ ମାଧ୍ୟମରେ ଏକ ନିଆରା କାର୍ଯ୍ୟକ୍ରମ |

ଆମ ଗାଁ ଆମ ପରିଚୟ ମାଧ୍ୟମରେ ଏକ ନିଆରା କାର୍ଯ୍ୟକ୍ରମ | ବିଞ୍ଝାରପୁର /୧୫/୦୪/ଓମ ମିଡ଼ିଆ : ସରୋଜ କୁମାର ଧଳ, ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ପଞ୍ଚାୟତ , ଦକ୍ଷିଣ ବିଦାପଡା ଗ୍ରାମରେ, ହନୁମାନ ମନ୍ଦିର ପ୍ରାଙ୍ଗଣରେ, ବିଷୁବ ପଣା ସଂକ୍ରାନ୍ତି ଅବସରରେ,ବହୁ ଧୁମ ଧାମରେ ଵିଧି ବଧ ଅନୁଯାୟୀ ପୂଜାର୍ଚନା କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇଥିଲା , ଆମ ଗାଁ ଆମ ପରିଚୟ ର ସମସ୍ତ ସଦସ୍ୟ ମାନେ ଉପସ୍ତିତ ରହି ସୁଚାରୁ ରୂପେ ତୁଲାଇ ଥିଲେ,ଓ ଆଗାମୀ ପିଡି ପରମ୍ପରା କୁ ମନେପକାଇ ପାଲା କାର୍ଯ୍ୟକ୍ରମ ଦୁଈ ଦିନ ପାଇଁ ପରିବେଷଣ ର ଵେବସ୍ତା ଥିଲା, ଆଜି ଶେଷ ଦିନରେ ଜାଣି ବାକୁ ମିଳିଥିଲା, ଆମ ଗାଁ ଆମ ପରଚୟ ର କିଛି ମୁରବି ତୁଲ୍ୟ ବ୍ୟକ୍ତି ସର୍ବ ଶେଷରେ ପାଲା ଗାହାଣ ଓ ପାଳିଆ ମହାଶୟ ଙ୍କୁ ପୁଷ୍ପ ମାଳ ଦେଈ ସମ୍ବର୍ଧନା ଜଣାଇ ଥିଲେ ,ଆଖ ପାଖ ଗ୍ରାମର ବହୁ ଲୋକଙ୍କ ସମା ଗମରେ ଭରପୁର ଆନନ୍ଦ ଉପଭୋଗ କରୁଥିବା ସଙ୍ଗେ ସଙ୍ଗେ,ବହୁ କଳାପ୍ରେମୀ ନିଜେ ପେଣ୍ଡାଲରେ ନିଜ ନିଜର କଳା ପଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା,ତାହା ସ୍ଵତେ ମଧ୍ୟ ଶେଷ ରାତ୍ରିରେ, ଦର୍ଶକ ଓ ସମସ୍ତ କାର୍ଯ୍ୟକର୍ତା ଙ୍କ ପାଇଁ ଖାଦ୍ୟ ପେୟ ର ଵେବସ୍ତା ମଧ୍ୟ କରାଯାଇଥିଲା,

Apr 15, 2026 - 23:26
 0  13
ଆମ ଗାଁ ଆମ ପରିଚୟ ମାଧ୍ୟମରେ ଏକ ନିଆରା କାର୍ଯ୍ୟକ୍ରମ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0