ଗ୍ରାମ୍ୟ ଉର୍ନୟନ ବିଭାଗ ର କଂକ୍ରିଟ ରାସ୍ତା ଫାଟି ଆଁ,,,

ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ କଂକ୍ରିଟ ରାସ୍ତା ଫାଟି ଆଁ କାମାକ୍ଷାନଗର, କାମାକ୍ଷାନଗର ଉପଖଣ୍ଡ ର ଜୟପୁରା କାଟେଣୀ ଗ୍ରାମ ମଧ୍ୟରେ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା କିଛି ଦିନ ପରେ ଫାଟି ଆଁ କରିଥିବାର ଅଭିଯୋଗ ହୋଇଛି l ଜାତୀୟ ରାଜପଥ ର ସିଆରିମାଳିଆ ଠାରୁ ଜୟପୁରା କାଟେଣୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି l ଗ୍ରାମ ମଧ୍ୟରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା ନିମ୍ନ ମାନର ହୋଇଥିବା ବେଳେ ଏବେ କଂକ୍ରିଟ ଫାଟି ଆଁ କରିଥିବାର ଦେଖାଗଲାଣି l ଏହି ରାସ୍ତା ନିର୍ମାଣ ରେ ଯନ୍ତ୍ରୀ ଠିକାଦାର ମାଡ଼ଯୁଚନ୍ଦ୍ରିକା ରହିଥିବାର ଏବେ ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କ୍ରମରେ ସଠିକ ଭାବେ ରାସ୍ତା ନିର୍ମାଣ କରାଇବା ଉପରେ ଗୁରୁତ୍ୱ ଦେବା ସକାଶେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି, l କାମାକ୍ଷା ନଗର ରୂ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

Mar 31, 2026 - 21:06
 0  6
ଗ୍ରାମ୍ୟ ଉର୍ନୟନ ବିଭାଗ ର କଂକ୍ରିଟ ରାସ୍ତା ଫାଟି ଆଁ,,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0