ସିଂହପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୀତା ଜ୍ଞାନ ଆବୃତ୍ତି ହୋଇଯାଇଛି ,

ସିଂହପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୀତା ଜ୍ଞାନ ଆବୃତ୍ତି ହୋଇଯାଇଛି , ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୀତା ଜ୍ଞାନ ଆବୃତ୍ତି ଅବସରରେ ପ୍ରଧାନ ଆଚାର୍ଯ୍ୟ ସମେତ ଅନ୍ୟ ସହକାରୀ ଗୁରୁଜୀ ଓ ଅନ୍ୟ ସହଯୋଗୀ ଙ୍କ ଉଦ୍ୟମରେ ଏହି ବୌଦ୍ଧିକ ଜ୍ଞାନ ସକାଶେ ଶିଶୁ ମାନଙ୍କର ଜ୍ଞାନ ଉଦ୍ରେକ ଆଗାମୀ ଭବିଷ୍ୟତ ଉଦ୍ଧେଶ୍ୟରେ ଭଗବାନ ବିଷ୍ଣୁ ଙ୍କ ଚଲାପଥରେ ଗମନ ପାଇଁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା , ଏହି ଜ୍ଞାନ ମନ୍ଦିରରେ ନିମନ୍ତ୍ରିତ ଅତିଥିମାନେ ସମ୍ମାନିତ ହୋଇଥିଲେ , ସେଠାରେ ଉପସ୍ଥିତ ଆଚାର୍ଯ୍ୟ ମାନେ ଶିଶୁ ମାନଙ୍କୁ ବୌଦ୍ଧିକ ଜ୍ଞାନ ,ଗୀତା ର ବାଣୀ ପ୍ରଦାନ କରି ଥିଲେ , ସେଠାରେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ସତ୍ ପଥ, ସତ୍ ଜ୍ଞାନ , ସତ୍ କର୍ମ , ସତ୍ ଏକାଗ୍ରତା ରେ ଧ୍ୟାନ ମଗ୍ନ ରେ ବିଦ୍ୟାର୍ଜନ କରିବାକୁ ପରାମର୍ଶ ଦେଇଥିଲେ , ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଯେନା ଙ୍କ ସହ ନିର୍ମଳ ଯେନା ଓ ସୂରଜ ଯେନା ଙ୍କ ରିପୋର୍ଟ , ଓମ ମିଡିଆ ,

Nov 2, 2026 - 10:19
 0  17
ସିଂହପୁର ସ୍ଥିତ  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୀତା ଜ୍ଞାନ ଆବୃତ୍ତି  ହୋଇଯାଇଛି ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0