ଜରି ବାଙ୍କ ଦଳିତ ସାହି ଲୋକେ ଜଳ ବନ୍ଦୀ ରେ ହନ୍ତ ସନ୍ତ |
ଜରି ବାଙ୍କ ଦଳିତ ସାହି ଲୋକେ ଜଳ ବନ୍ଦୀ ରେ ହନ୍ତ ସନ୍ତ |
ଯାଜପୁର ଜିଲ୍ଲା , ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ବାଙ୍କ ସାହି ର ଲୋକେ ନଦୀ ବଡି ଅତ୍ୟଧିକ ପାଣି ହେବାରୁ ଅଧିକାଂଶ ଘରେ ପାଣି ଆଣ୍ଠୁଏ ହୋଇଯିବା ଫଳରେ ଲୋକେ ଜୀବନ ଜାପନ ଅତି ଦୟନୀୟ ଅବସ୍ଥା ରେ ରହୁଥିବାର ଦୃଶ୍ୟ ଆପଣ ମାନ ଙ୍କୁ ଆମ୍ଭେ ଦେଖାଉ ଅଛୁ , ସେମାନଙ୍କ ପ୍ରତିକ୍ରିୟା ରୁ ଆମ୍ଭେ ଜାଣି ବାକୁ ପାଇଲୁ , ସେହି ସାହି ଲୋକେ ଯେଉଁ ଜାଗାରେ ଘର କରି ରହୁଛନ୍ତି , ପ୍ରତି ବର୍ଷ ଏହି ଦୁର୍ଦ୍ଦଶା ତନୁ ଭୋଗିବାକୁ ପଡୁଛି ,
ଏହି ଅବି ଯୋଗ ସେମାନେ ପ୍ରଶାସନ ଙ୍କୁ ଜଣାଇ ଛନ୍ତି , ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ଜଣାଇ ଅଛନ୍ତି ,ସେମାନଙ୍କ ଦାବି ତାଙ୍କୁ ସେ ସ୍ଥାନରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରାଯିବାକୁ ସେମାନେ ଆମ୍ଭ ଙ୍କୁ ଅଭିଯୋଗରେ ଆମ ମାଧ୍ୟମରେ ସରକାର ଙ୍କୁ ନିବେଦନ କରିଛନ୍ତି ,
ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ , ଓମ ମିଡିଆ ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0