ଜଳିଗଲା ବାଇକ ସୋରୁମ୍।ମାଳ ମାଳ ବାଇକ୍ ପୋଡ଼ି ପାଉଁଶ।
ଜଳିଗଲା ବାଇକ ସୋରୁମ୍।ମାଳ ମାଳ ବାଇକ୍ ପୋଡ଼ି ପାଉଁଶ। ତା୩୦/୦୯/୨୦୨୬, ବୁଧବାର। ବାଲେଶ୍ଵର। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ହୁତୁ ହୁତୁ ହୋଇ ଜଳିଗଲା ବାଇକ୍ ସୋ’ ରୁମ୍।ପୋଡ଼ି ପାଉଁଶ ହୋଇଗଲା ମାଳମାଳ ବାଇକ୍।ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସୋ’ ରୁମରେ ଭୟଙ୍କର ନିଆଁ ଲାଗି ସବୁକିଛି ପୋଡ଼ି ପାଉଁଶ ପାଲଟିଯାଇଛି। ସୂଚନା କ୍ରମେ ସକାଳେ କୌଣସି କାରଣରୁ ସୋ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା।ଷ୍ଟକ୍ ରେ ଥିବା ୧୫ରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳ ଅନେକ ଆସେସୋରିଜ୍ ଓ ଆସବାବପତ୍ର ମଧ୍ୟ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0