ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କୈଲାଣ ସଙ୍ଘର ଏକ ସାଧାରଣ ସଭା,,

ଅଦ୍ୟ ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କଲ୍ୟାଣ ସଙ୍ଘର ଏକ ସାଧାରଣ ସଭା, ଢେଙ୍କାନାଳ /୧୪/୦୩/ଶୁଭମ ପାଣି ଢେଙ୍କାନାଳ ଯାଉଁଳୀ ପୋଖରି ପାରାୟଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭା ରେ ଜିଲ୍ଲା ବରିଷ୍ଟ ସଦ୍ୟସ୍ୟ ବୃନ୍ଧ ଙ୍କୁ ସମ୍ବୋଧିତ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାର ସଭାପତି କମଳ କୁମାର ମିଶ୍ର ଓଡ଼ିଶା ରାଜ୍ୟ ବନ୍ଧୁକ ଧାରୀ ମହାସଙ୍ଗ ର ସଭାପତି ଭାବେ ଚୟନ ହୋଇ ଥିବାରୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ବନ୍ଧୁ ଆଜି ଉପସ୍ଥିତ ରହି କମଳ ମିଶ୍ର ସ୍ୱାଗତ କରିଥିଲେ। ଆଜି ସଭା ରେ ନୂତନ ଭାବେ ଯୋଗ ଦେଇ ଥିବା ସଭ୍ୟ ମାନଙ୍କୁ ସଙ୍ଗ ତରଫ ରୁ ସ୍ୱାଗତ କରାଯାଇ ଥିଲେ । ଜିଲ୍ଲା ରେ ଓ ଜିଲ୍ଲା ବାହାରେ କାର୍ଯ୍ୟ କରୁଥିବା ବନ୍ଧୁକ ଧାରୀ ମାନେ ଯେଉଁ ସବୁ ସମସ୍ୟା ଭୋଗୁ ଅଛନ୍ତି ଉକ୍ତ ସମସ୍ୟା ଗୁଡ଼ିକୁ ପ୍ରଶାସନ ଙ୍କୁ ଆପତ୍ତି କରି ପ୍ରଶାସନ ଜରିଆ ରେ ସମାଧାନ ପାଇଁ ଅନୁରୋଧ କରାଯିବ ବୋଲି ସଭା ରେ ନିଷ୍ପତ୍ତି ନିଆଗଲା। ସର୍ବଶେଷ ରେ ସମସ୍ତ ସଦ୍ୟସ ମାନଙ୍କୁ ଧନ୍ୟବାଦ୍ ଜଣାଇ ଓ ଗଣ ମାଧ୍ୟମ କୁ କୃତଜ୍ଞତା ଜ୍ଞାପନ କରି ସଭା ସଙ୍ଘ କରାଯାଇ ଥିଲା ।ଢେଙ୍କାନାଳ ରୁ ଶୁଭମ ପାଣି ଙ୍କ ରିପୋର୍ଟ ଓମ ମିଡ଼ିଆ,

Mar 14, 2026 - 17:51
 0  13
ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କୈଲାଣ ସଙ୍ଘର ଏକ ସାଧାରଣ ସଭା,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0