ବଡ଼ଚଣା ବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦଘାଟନ,
Slug : ବଡ଼ଚଣା ବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦଘାଟନ.
Place :ବଡ଼ଚଣା/୨୧/୦୩(ସୁଶାନ୍ତ କୁମାର ବେହେରା :ଓମ ମିଡ଼ିଆ )
Anchor :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ପଞ୍ଚାୟତରେ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ଉପସ୍ୱାସ୍ଥ୍ୟ କେନ୍ଦ୍ର,କଲ୍ୟାଣ ମଣ୍ଡପ,ଆମ୍ବେଦକର କୁଟୀର,ଗ୍ରାମ ପଞ୍ଚାୟତ ଖେଳ ପଡ଼ିଆ ଶୁଭ ଶିଳାନ୍ୟାସ ଓ ସୁବିଧା କେନ୍ଦ୍ର ଗୃହ, ଏବଂ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ ଆଜି ସମାହିତ ହୋଇ ଯାଇଛି।ପ୍ରାରମ୍ଭରୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବାଇକ ଶୋଭାଯାତ୍ରା ମାଧ୍ୟମରେ ବିଧାୟକଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ,ମଣ୍ଡଳ ସଭାପତି ମନୋଜ ପ୍ରଧାନ,ଅଶୋକ ସିଂ,ବିଶ୍ୱଜିତ ସାମଲ,ବିମଳ ପ୍ରସନ୍ନ ପ୍ରଧାନ,ପଞ୍ଚାୟତ ସଭାପତି ମନୋଜ କୁମାର ରାଉତ ଓ ବହୁ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0