ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି
ବାର୍ଷିକ ପୁରସ୍କାର ବିତରଣି ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି,
ଦଶରଥପୁର /୧୮/୦୩/(ଭାଗିରଥି ଜେନାଙ୍କ ରିପୋର୍ଟ ଓମ ମିଡ଼ିଆ )
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟ ଦକ୍ଷିଣବନ୍ଧ ଆନୁକୁଲ୍ୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ 2026 ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ସାମଲ୍ ଙ୍କ ସଭା ପତିତ୍ଵ ରେ ଅନୁଷ୍ଟିତ ହୋଇଯାଇଛି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅନଦା ପ୍ରସାଦ ରଣା ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଦଶରଥ ପୁର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶ୍ରୀନାଥ ଚରଣ ପରିଡ଼ା ପୂର୍ବତନ ପ୍ରଧାନ ଶିକ୍ଷକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାମଲ, ଶ୍ରୀଯୁକ୍ତ ଫିରୋଜ୍ ଖାଁ,crcc, ଶ୍ରୀମତୀ ଗୀତାଞ୍ଜଳି ସେଠୀ, ସରପଞ୍ଚ, ଅଜୟ କୁମାର ପରିଡ଼ା, ପୁରାତନ ଛାତ୍ର ସଂସଦ, ଅଜିତ କୁମାର ମହାନ୍ତି, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ଉମେଶ ଜେନା, ମାନସ ଦାସ ପଞ୍ଚସଖା ଶିକ୍ଷା ସେତୁ ସଭ୍ୟଯୋଗ ଦେଇ ଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ, ଆଲୋକ କୁମାର ଗିରୀ, ଜୟଶ୍ରୀ ପରିଡ଼ା, ମନୋଜ ମୂର୍ମୂ, ସ୍ମୃତିରଞ୍ଜନ ନାୟକ , ସୁଷମା ନାୟକ , ଖିରବହି ତନୟା ଦ୍ୱିବେଦି , ସ୍ମୃତିରେଖା ମହାନ୍ତି, ଅନ୍ନପୂର୍ଣ୍ଣା ଦାସ, ଗୀତାଞ୍ଜଳି ସାହୁ, ଦେବେନ୍ଦ୍ର କୁମାର ଦାସ, ହେମନ୍ତ କୁମାର ଦାସ, ସରରୋ ହୋସେନ୍ ଖାନ, ପ୍ରକାଶ ଚନ୍ଦ୍ର ପଣ୍ଡା, କୃପାସିନ୍ଧୁ ମଲ୍ଲିକ, ସୁପ୍ରିୟା ଦାସ, ଲକ୍ଷ୍ମୀପ୍ରିୟା ରାୟ, ସମେତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ପୁରସ୍କାର ବିତରଣିରେ ସହଯୋଗ କରିଥିଲେ, ଶେଷରେ ଖେଳରେ ଉର୍ତିନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇ ପିଲା ମାନଙ୍କୁ ଦ୍ଵାରା ସାଂସ୍କୃତିକ କାର୍ଯ୍ଯ କ୍ରମ କରା ଯାଇଥିଲା,,,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0