ବ୍ୟାଙ୍କ ଅଫ୍ ବରୋଦା ବ୍ରହ୍ମ ବରଦା ଶାଖାର 119 ତମ ଜନ୍ମ ଦିବସ ପାଳନ।

ବ୍ୟାଙ୍କ ଅଫ୍ ବରୋଦା ବ୍ରହ୍ମ ବରଦା ଶାଖାର 119 ତମ ଜନ୍ମ ଦିବସ ପାଳନ। ରିପୋର୍ଟ - ନିରୋଜ କୁମାର ସେଠୀ ଯାଜପୁର ଜିଲ୍ଲା ରସୁଲପୁର ପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମ ପଞ୍ଚାୟତ ଅଧୀନ ପହି ଠାରେ ଗଢ଼ିଉଠିଥିବା ଜୟନ୍ତୀ ପାଠାଗାର ସାହାପଡା ଦ୍ବାରା ବରିଷ୍ଠ ଆବାସିକ ଗୃହ ରେ ବ୍ୟାଙ୍କ ଅଫ୍ ବରଦା ର 119 ତମ ଜନ୍ମ ଦିବସ ଅବସରରେ ଶାଖା ପରିଚାଳକ ଯୋଗେନ୍ଦ୍ର ନାୟକ ଓ ସହକର୍ମୀ ମାନଂକ ଦ୍ଵାରା ବରିଷ୍ଠ ଆବାସିକ କେନ୍ଦ୍ରରେ ରହୁଥିବା ଅନ୍ତେ ବାସି କୁ ଶାଢ଼ି, ଲୁଙ୍ଗି, ଗାମୁଛା, ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରିସର ମଧ୍ୟରେ ମାଁ ପାଇଁ ଗଛଟିଏ ବୃକ୍ଷ ରୋପଣ କରି ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜୟନ୍ତୀ ପାଠାଗାର କର୍ମୀ ମନେ ସହଯୋଗ କରିଥିଲେ।

Jul 20, 2026 - 19:32
 0  4
ବ୍ୟାଙ୍କ ଅଫ୍ ବରୋଦା ବ୍ରହ୍ମ ବରଦା ଶାଖାର 119 ତମ ଜନ୍ମ    ଦିବସ ପାଳନ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0