ମାଧପୁର ସ୍ଥିତ ସିରିଡ଼ି ସାଇ ବାବାଙ୍କ ୧୧ ତମ ବାର୍ଷିକ ଉତ୍ସବ,

ମାଧପୁର ସ୍ଥିତ ସିରିଡ଼ି ସାଇ ବାବାଙ୍କ ୧୧ତମ ବାର୍ଷିକ ଉତ୍ସବ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମାଧପୁର ଗ୍ରାମରେ ଶ୍ରୀ ଶ୍ରୀ ସିରିଡ଼ି ସାଇ ବାବାଙ୍କ ମନ୍ଦିର ରେ ୧୧ତମ ବାର୍ଷିକ ଉତ୍ସବ ପାଳିତ ହେବାକୁ ଯାଉଥିବା ବେଳେ, ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମ ଧାମ ରେ ପାଳିତ ହେଉଛି, ୨୩ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହୋଇଥାଏ, ୨୩ ତାରିଖ ସୋମବାର ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ସରି ଥିବାବେଳେ ୨୪ ତାରିଖ ମଙ୍ଗଳବାର ଆଜି ସକାଳୁ ସକାଳୁ କଳସ ଯାତ୍ରା କାର୍ଯ୍ୟକ୍ରମ ବହୁ ଭକ୍ତ ଙ୍କ ସମା ଗମ ଭିତରେ ହୋଇଯାଇଛି ୩୦୦ ଉର୍ଦ୍ଧ ଶ୍ରଦ୍ଧାଳୁ କଳସ ଯାତ୍ରାରେ ସାମିଲି ହୋଇଥିବାର ଦେଖିବାକୁ ମିଳିଥିଲା, ଆଜି ୨୪ ତାରିଖ ଠାରୁ କଳସ ଯାତ୍ରା ପରେ ଜଘ୍ୟ° ଅଗ୍ନିସ୍ଥାପନ ଓ ଅଙ୍କୁରାରୋପଣ, ୨୫ ବୁଧୁବାର ମହାଜଘ୍ୟ° ଓ ବାବାଙ୍କ ପାଲିଙ୍କି ଯାତ୍ରା, କାର୍ଯ୍ୟକର୍ମ ଥିବାବେଳେ, ୨୬ ତାରିଖ ବୁଧୁବାର ପୂର୍ଣ୍ଣଆହୁତି ଓ ପ୍ରସାଦ ସେବନ ର ଵେବସ୍ତା ରହିଥିବାର ଅନୁଷ୍ଠାନ ର ମୁଖ୍ୟ ଙ୍କ ପାଖରୁ ଜାଣିବାକୁ ମିଳିଛି,ଏଠାରେ ମିନା ବଜାର ସାଙ୍ଗକୁ ଅପେରା ପାର୍ଟି ସହିତ ମନୋରଞ୍ଜନ କାର୍ଯ୍ୟକର୍ମ ସବୁ ଦର୍ଶକ ଙ୍କ ମନ ମୋହିଦିଏ,

Mar 24, 2026 - 08:58
Mar 24, 2026 - 11:32
 0  6
ମାଧପୁର ସ୍ଥିତ ସିରିଡ଼ି ସାଇ ବାବାଙ୍କ ୧୧ ତମ ବାର୍ଷିକ ଉତ୍ସବ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0