ରାମଚନ୍ଦ୍ରପୁର ଗ୍ରାମରେ ବହୁ ଧୁମ ଧାମରେ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ବିଞ୍ଝାପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପଦା ପଞ୍ଚାୟତ ରାମଚନ୍ଦ୍ର ପୂର୍ ସ୍ତିତ (ହରିପୁର) ଗ୍ରାମରେ ଗୋପବନ୍ଧୁ ଯୁବକ ସଂଘର ଉଦ୍ୟମରେ ବହୁ ଆଡମ୍ୱର ସହିତ ଦୋଳଯାତ୍ରା ପାଳିତ ହୋଇଯାଇଛି ଏହି ଯାତ୍ରାରେ ଗ୍ରାମର ଗୋପାଳ ଭାଇମାନଙ୍କ ସହିତ ଅନ୍ୟମାନେ ଯୋଗଦେଇ ଉତ୍ସବ ଟିକୁ ବହୁ ଆନନ୍ଦର ସହିତ ପାଳନ କରିଛନ୍ତି ଏବଂ ଆଗାମୀ ଗୋଟିଏ ସପ୍ତାହ ପଯ୍ୟନ୍ତ ବିଭିନ୍ନ ଆନୁଷ୍ଠାନିକ କାଜ୍ୟକର୍ମ ରଖାଯାଇଛି,ଏହି କାର୍ଯ୍ୟକ୍ରମ କୁ ଦେଖିବାକୁ କାହିଁ ଯେ କୁଆଡୁ ଦର୍ଶକ ଙ୍କ ସମାଗମ ହୋଇ ଥାଏ ଏହି ଅନୁଷ୍ଠାନଟୀ ବହୁ ପୁରାତନ ଅଟେ, କେତେ ଯେ ପୁରୁଷ ପୁରୁଷ କଟି ଗଲାଣି ହେଲେ ଏହି ଅନୁଷ୍ଠାନଟୀ ସେହିଭଳି ଜାଗ୍ରତ ହୋଇ ରହିଛି, ସରୋଜ କୁମାର ଧଳ ଙ୍କ ରିପୋର୍ଟ, ଓମ ମିଡ଼ିଆ

Mar 6, 2026 - 20:06
 0  81
ରାମଚନ୍ଦ୍ରପୁର ଗ୍ରାମରେ ବହୁ ଧୁମ ଧାମରେ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0