ଶହେ ବର୍ଷ ରେ ମା ଲକ୍ଷ୍ମୀ ଙ୍କ ପୂଜା ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି,

ହେଡଲାଇନ. ଶହେ ବର୍ଷ ରେ ମା ଲକ୍ଷ୍ମୀ ଙ୍କ ପୂଜା ପରମ୍ପରା. ରିପୋର୍ଟ. ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଡ଼ଗପୁର ବଜାରରେ ୧୦୦ବର୍ଷ ମା ଲକ୍ଷ୍ମୀ ଙ୍କ ବାର୍ଷିକ ପୂଜା ଉତ୍ସବ ସମ୍ପୂର୍ଣ ଶାସ୍ତ୍ରୀୟ ନୀତିକାନ୍ତ ସାମୁହିକ ନୀତିକାନ୍ତ ସହଯୋଗ ରେ ଅନୁଷ୍ଠିତ ହୋଇଆସୁଛି.ବଡ଼ଚଣା ଅଞ୍ଚଳ ର ଏକ ପ୍ରମୁଖ ଵେବସାୟ ଅଂଚଳ ଭାବେ ପରିଚୟ ଥିଲା ଖଡ଼ଗପୁର ବଜାର ର. ବଜାର ର କିଛି ପ୍ରମୁଖ ବେବସାଇ ଗ୍ରାମର ମୁରବି ମାନଙ୍କ ଉଦ୍ୟମ ରେ ପୂଜା ଅନୁଷ୍ଠିତ ହୋଇଥିଲା.କାଳ କ୍ରମେ ଏହି ଉତ୍ସବ ବଜାର ର ସମସ୍ତ ଵେବସାଇ ତଥା ସ୍ଥାନୀୟ ଜନସାଧାରଣ ଏକତା ଓ ସାମୁହିକ ନିଷ୍ଠା ର ପ୍ରତୀକ ପାଲଟିଛି.ଚଳିତ ବର୍ଷ ପୂଜାରେ ପୂଜାକ ପ୍ରଦୀପ୍ତ ତ୍ରିପାଠୀ (ପଦିଆନା )ପୂଜକ ଦାଇତ୍ୱ ତୁଲାଉ ଥିବା ବେଳେ କର୍ତ୍ତା ଭାବେ ଅଜୟ ପ୍ରଧାନ ଦାଇତ୍ୱ ତୁଲାଉଛନ୍ତି.ପ୍ରତିଦିନ ସାନ୍ଧ୍ୟ ରେ ଭଂଜନ କ୍ରୀତନ ସହ ପ୍ରସାଦ ବଣ୍ଟନ ହେଉଛି. ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,

Oct 31, 2026 - 20:34
Oct 31, 2026 - 21:11
 0  13
ଶହେ ବର୍ଷ ରେ ମା ଲକ୍ଷ୍ମୀ ଙ୍କ ପୂଜା ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି,

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0