କାମାକ୍ଷାନଗର,କାମାକ୍ଷାନଗର ଅଞ୍ଚଳରେ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l
କାମାକ୍ଷାନଗର,କାମାକ୍ଷାନଗର ଅଞ୍ଚଳରେ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ସହରର ବିଦ୍ୟୁତ କାର୍ଯ୍ୟାଳୟ, ବସ ମାଲିକ ସଙ୍ଘ,ଟାଟା ଏସି ସଙ୍ଘ, ଉପଖଣ୍ଡ ଠିକାଦାର ସଙ୍ଘ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଟ୍ରକ ମାଲିକ ସଙ୍ଘ, ବାପୁ ଗ୍ୟାରେଜ,ଦାସ ଓଲଡିଂ, ରେଙ୍ଗାଳି ଜଳସେଚନ ବିଭାଜନ, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଦି କାର୍ଯ୍ୟାଳୟ, ଘରୋଇ ସଂସ୍ଥାରେ ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ ମଣ୍ଡପରେ ରଖି ଯଥାବିଧି ପୂଜାର୍ଚନା କରାଯାଇଥିଲା l ସନ୍ଧ୍ୟାରେ ବିଭିର୍ନ୍ନ ମଣ୍ଡପ ଗୁଡିକରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ଜଣାଯାଇଛି l ଦିଲ୍ଲୀପ କୁମାର ନାୟକ, ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0