କେନାଲ ରେ ବୁଡି ମୃତ.
Slug -କେନାଲ ରେ ବୁଡି ମୃତ. Format -AVB କାମାକ୍ଷାନଗର ଆଙ୍କର -ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ଅନ୍ତର୍ଗତ ସାରୁଆଳି ପଂଚାୟତ ର ଖୋକସା ଗ୍ରାମର ଅରୁଣ ସାମଲ ଗତ କାଲି ସନ୍ଧ୍ୟା ସମୟରେ ଗାଁ ନିକଟସ୍ଥ କେନାଲ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ କେନାଲ ବୁଡି ଯାଇଥିଲେ, ପରିବାର ଲୋକେ ବହୁ ଖୋଜା ଖୋଜି ପରେ କେନାଲ ପାଣିରେ ଭାସୁଥିବା ବେଳେ ତାଙ୍କୁ ତୁରନ୍ତ ୧୦୮ଆମ୍ବୁଲାନ୍ସ ଯୋଗେ କାମାକ୍ଷା ନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମରେ ଶୋକା କୁଳ ପରିବେଶ ସୃଷ୍ଟି ହେଇଛି।ଖବର ପାଇ କାମାକ୍ଷା ନଗରର ଯୁବ ସମାଜସେବୀ ସରୋଜ କାନ୍ତ ବେହେରା ଡାକ୍ତରଖାନରେ ପହଂଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ।କାମାକ୍ଷା ନଗର ରୁ ଦିଲ୍ଲିପ କୁମାର ନାୟକ ରିପୋର୍ଟ ଓମ୍ ମିଡିଆ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0