ଖର ଖରି ପ୍ରାଥମିକ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା

ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଅନ୍ତର୍ଗତ ବିରି ପଟା ପଞ୍ଚାୟତ ର ଖର ଖାରୀ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀଜି ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଷ୍ଟମ ମାସିକ ବୈଠକ CRC ଶ୍ରୀଯୁକ୍ତ ଫିରୋଜ ଖାଁ ଙ୍କ ଅଧ୍ୟକ୍ଷତା ରେ ଖର ଖରୀ ପ୍ରାଥମିକ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ପ୍ରତ୍ୟେକ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଓ FLN GRADE ଶିକ୍ଷକ ଉପସ୍ଥିତ ରହି ବୈଠକ ରେ ଶିକ୍ଷ୍ୟା ଉପରେ ବିଭିନ୍ନ ଗୁଣାତ୍ମକ ମାନର ଶିକ୍ଷ୍ୟା ବିଷୟ ରେ ଆଲୋଚନା ରେ ଭାଗ ନେଇଥିଲେ , ପ୍ରତ୍ୟେକ ମାସରେ ପିଲାମାନଙ୍କର କିଭଳି ଶିକ୍ଷ୍ୟା ବିଷୟ ରେ ଆଗକୁ ଜିବେ ଓ ପିଲାମାନେ କିପରି ଉନ୍ନତି କରିପାରିବେ ସେ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରା ଯାଇଥିଲା, ଶିକ୍ଷକ ମାନଙ୍କ ମଧ୍ୟରେ କିପରି ସମନୟ ରହି ପାରିବି ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ଛାତ୍ର ଛାତ୍ରୀ ମାନେ ପାଠ ପଢା ରୁ ଯେମିତି ନିବୃତ୍ତ ନ ହୁଅନ୍ତି, ତଥା ପରୀକ୍ଷାରେ ଯଦି କୃତ କାର୍ଯ୍ଯ ନ ହୁଅନ୍ତି ପରବର୍ତୀ ସମୟରେ supplementali ପରୀକ୍ଷାରେ ପାସ କରିବେ ତାହା ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ, ଶେଷରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହୋଯୋଗ କରିଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିଁଙ୍ଘା ରାୟ ଲାମୟା ସମସ୍ତ ଶିକ୍ଷକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ,,,,,,,,,,,,,,,,,,,, ଦଶରଥ ପୁର ରୁ ଭାଗିରଥି ଜେନା ଙ୍କ ରିପୋର୍ଟ ଓମ ମିଡ଼ିଆ,

Feb 28, 2026 - 22:49
Feb 28, 2026 - 22:51
 0  8

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0