ଚଣ୍ଡିଖୋଲରେ ଓଡିଶା ବନ୍ଦର ପ୍ରଭାବ,,

ଚଣ୍ଡିଖୋଲରେ ଓଡିଶା ବନ୍ଦର ପ୍ରଭାବ ବଡ଼ଚଣା : ଇଣ୍ଡି ମେଣ୍ଟ ଦ୍ୱାରା ଡାକରା ଦିଆଯାଇ ଥିବା 12ଘଣ୍ଟିଆ ବନ୍ଦ ପାଳନକୁ ଆଜି ସମଗ୍ର ରାଜ୍ୟ ରେ ଏହାର ଅନୁ ପାଳନ କରାଯାଇଛି ଏହି ପରିପେକ୍ଷୀରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପକ୍ଷରୁ ବାଲିଚନ୍ଦ୍ରପୁର ଓ ଚଣ୍ଡିଖୋଲ ଛକ ଠାରେ ଇଣ୍ଡି ମେଣ୍ଟର ସଦଶ୍ୟ ମାନଙ୍କ ଦ୍ୱାରା ଏହି 12ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ବାଲିଚନ୍ଦ୍ରପୁର ଓ ଚଣ୍ଡିଖୋଲ ଠାରେ ସମସ୍ତ ବଣିକ ସଂଘ ଓ ଅନ୍ୟାନ କର୍ମ ଯିବି ଙ୍କ ଦ୍ୱାରା ସ୍ୱତଃ ପବୃତ ଭାବେ ଏହାକୁ ଗ୍ରହଣ କରି ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ କାଁ ଭାଁ ଦୁଇ ଓ ଚାରି ଚକିଆ ଜାନ ଯାତାୟାତ କରୁଥିବା ବେଳେ ପ୍ରାୟ ସମସ୍ତ ବସ୍, ଟ୍ରକ ଯାତାୟାତ ସମ୍ପୂର୍ଣ ରୂପେ ଠପ୍ ହୋଇଯାଇଥିଲା ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ସୃଷ୍ଟି ହୋଇନଥିଲା ସ୍ଥାନୀୟ ପୋଲିସ ଓ କିଛି ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରଖ୍ୟା କରିଥିଲେ ମୋଟା ମୋଟୀ ଉପରେ କହିବାକୁ ଗଲେ ଏହି ବନ୍ଦ ଡାକରା ବଡ଼ଚଣା ରେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଛି.,

Oct 8, 2026 - 22:07
 0  9
ଚଣ୍ଡିଖୋଲରେ ଓଡିଶା ବନ୍ଦର ପ୍ରଭାବ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0