ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ଗ୍ରାମପଞ୍ଚାୟତ ର ଉଆସଡିଅ ଗ୍ରାମ ରେ ପାରାଦ୍ୱୀପ ଇଣ୍ଡିଆନ ଅଏଲ ତରଫରୁ ବୃକ୍ଷ ରୋପଣ କାଯ୍ୟକ୍ରମ।
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ଗ୍ରାମପଞ୍ଚାୟତ ର ଉଆସଡିଅ ଗ୍ରାମ ରେ ପାରାଦ୍ୱୀପ ଇଣ୍ଡିଆନ ଅଏଲ ତରଫରୁ ବୃକ୍ଷ ରୋପଣ କାଯ୍ୟକ୍ରମ। ବୃକ୍ଷ ଆମର ଜୀବନ ଧନ।ବଢ଼ାଇବା ତାକୁ ଆମେ କରି ଯତନ। ସମଗ୍ର ଓଡ଼ିଶା ସେବା ଅଭିଯାନ। ତା୨୭/୦୯/୨୦୨୬,ରବିବାର। କୁଜଙ୍ଗ, ଜଗତସିଂହପୁର। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ ରେ ପାରାଦ୍ୱୀପ ଇଣ୍ଡିଆନ ଅଏଲ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଇଣ୍ଡିଆନ ଅଏଲ ଏଚ୍ଆର୍ ସୋନାଲି ନାୟକ, ଇଣ୍ଡିଆନ ଅଏଲ ଚିଫ ମ୍ୟାନେଜର ଶ୍ରୀ ଜ୍ଞାନେନ୍ଦ୍ର କୁମାର ପୃଷ୍ଟି ଙ୍କ ସହ ଗୋପିଆକୁଦ ସରପଞ୍ଚ ଶ୍ରୀ ଶ୍ରୀନିବାସ ସ୍ୱାଇଁ ଙ୍କ ସହିତ ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁଶ୍ରୀପ୍ରିୟଦର୍ଶିନୀ ଗ୍ରାମର ବହୁତ ମା ମାନଙ୍କ ସହିତ ମୁରବି ମାନେ ଉପସ୍ଥିତ ରେ ପାଞ୍ଚଶହ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ଫଳ,ଔଷଧ୍ୟ ଚାରା ଲଗାଯାଇଥିଲା,ମହାତ୍ମା ଗାନ୍ଧୀ ଙ୍କ ସପ୍ନ ର ଭାରତ ରେ କେବଳ ରାଜନୀତି ର ସ୍ବାଧୀନତା ନୁହେଁ ବରଂ ଏକ ସ୍ଵଚ୍ଛ ଓ ବିକଶିତ ଭାରତ ର କଳ୍ପନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା, ଜାତିର ଜନକ ମହାତ୍ମାଗାନ୍ଧୀ ଦାସତ୍ଵ ର ଶୁଙ୍ଖଳା ଭାଙ୍ଗି ଭାରତ ମାତା କୁ ସ୍ୱାଧୀନ କରିଥିଲେ,ବର୍ତ୍ତମାନ ଆମର କର୍ତ୍ତବ୍ୟ ହେଉଛି ଅପରିଷ୍କାର କୁ ଦୂର କରି ଭାରତ ମାତା କୁ ସ୍ବଚ୍ଛ ଓ ସୁରକ୍ଷା କରିବାର। ସାମୁହିକ ଶପଥ ପାଠ ଜରିଆରେ ଉପସ୍ଥିତ ସମସ୍ତ ବୃକ୍ଷ ପ୍ରେମୀ ମାନଙ୍କୁ ସଜାଗ କରାଯିବା ସହିତ ସ୍ୱଛତା ପାଇଁ ସଜାଗ ତଥା ଉତ୍ସାହିତ ପୂର୍ବକ ବୃକ୍ଷ ରୋପଣ କରି ଧରାପୃଷ୍ଠକୁ ସବୁଜ ସୁନ୍ଦର କରିବାପାଇଁ କୁହାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0