ଜଳୁ ଜଳୁ ଅଳ୍ପକେ ବଞ୍ଚିଗଲା ଛଣ ଗଦା

ପଇରଖ - ଅଜିପୁର ରାସ୍ତା ଗୋପାଳପୁର ପଇଁତରା ପଡିଆ ଠାରେ ହୃର୍ଷିକେଶ ମଲିକର ଜାଳ ଗଦାକୁ କେଉଁ ଦୃବୃତ ଭୋର ୫ ଟା ସମୟରେ ନିଆଁ ଲଗାଇ ଦେଇଛନ୍ତି । ବିଂଝାରପୁର ଅଗ୍ନିଶମ ବାହିନି ତୁରନ୍ତ ପହଁଚି ନିଆଁକୁ ଆୟତ କରିବାରୁ ହଜାର ହଜାର ଟଙ୍କାର ଛଣ ଗଦା ରକ୍ଷା ପାଇ ଯାଇଛି । ଅଗ୍ନିଶମ ବାହିନି ତୁରନ୍ତ ନିଆଁକୁ ଆୟତ କରି ଥିବାରୁ ସାଧାରଣରେ ପ୍ରସଂଶା କରା ଯାଉଛି ।ଅଳକୁଣ୍ଡ ରୁ କୈଳାସ ମଲ୍ଲିକ ଙ୍କ ରିପୋର୍ଟର

Mar 4, 2026 - 11:59
 0  7
ଜଳୁ ଜଳୁ ଅଳ୍ପକେ ବଞ୍ଚିଗଲା ଛଣ ଗଦା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0