ତ୍ରିଶିକା ଏସ୍ ଏମ୍ ଏ ରୋଗ ରେ ପିଡିତ। ଅର୍ଥ ସାହାଯ୍ୟ ଖୋଜୁଛନ୍ତି ମା ଓ ବାପା।
ତ୍ରିଶିକା ଏସ୍ ଏମ୍ ଏ ରୋଗ ରେ ପିଡିତ। ଅର୍ଥ ସାହାଯ୍ୟ ଖୋଜୁଛନ୍ତି ମା ଓ ବାପା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ରାମପୁର ର ବାସିନ୍ଦା ପି. ମୁକେଶ ଚନ୍ଦ୍ର ରାୟ ଓ ମା ବର୍ଷା ରାଣୀ ରାୟଙ୍କ ଝିଅ ତ୍ରିଷିକା ରାୟ ଏସ. ଏମ. ଏ. ରୋଗରେ ପୀଡିତ। ଏହି ରୋଗରୁ ଭଲ ହେବାକୁ ହେଲେ ଦରକାର ଷୋଳ କୋଟି ଟଙ୍କାର ଔଷଧ। ଯାହା ଯୋଗାଡ଼ କରିବା ତାଙ୍କ ପିତା ମାତା ଙ୍କ ପାଇଁ ଅସମ୍ଭବ। ଏସ୍.ଏମ୍.ଏ. ରୋଗ ରୁ ଭଲ ହେବା ପାଇଁ ତ୍ରିଷିକା କୁ ଆଜି ସାହାଯ୍ୟର ହାତ ବଢାନ୍ତୁ। କିଛି ଅର୍ଥ ସାହାଯ୍ୟ କରନ୍ତୁ ଯେପରି ତ୍ରିଷିକା ଭଲ ହୋଇ ହସ ଖୁସି ରେ ଜୀବନ ବିତେଇ ପାରିବ। ଆଜି ଆସନ୍ତୁ ମିଳି ମିସି ପିଲାଟିକୁ ସାହାଯ୍ୟ କରିବା। ଯାଜପୁର ଧର୍ମଶାଳା ରୁ କୁଲୁ ବରାଳ ଙ୍କ ରିପୋର୍ଟ ଓମ୍ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0