ଧାନ କିଣାରେ ଟାର୍ଗେଟ ସମବାୟ ସମିତି ମାନଙ୍କୁ ଅର୍ଦ୍ଧାଧିକତାରୁ କମ, ଏହାର ଦାଈ କିଏ

ଧାନ କିଣାରେ ଟାର୍ଗେଟ ସମବାୟ ସମିତି ମାନଙ୍କୁ ଅର୍ଦ୍ଧାଧିକତାରୁ କମ, ଏହାର ଦାଈ କିଏ | ଯାଜପୁର /୧୧/୦୩/(ଓମ ମିଡ଼ିଆ ଏଡିଟର :ସରୋଜ କୁମାର ଧଳ ) ଖବର ପ୍ରସାରଣ ପରେ ମଧ୍ୟ ଚାଷୀଙ୍କ ଧାନ କିଣାର ଟାର୍ଗେଟ ସମବାୟ ସମିତି ମାନଙ୍କୁ ସମୁଦ୍ରକୁ ସଂକ୍ଷେପରି, ତଥା ଅର୍ଦ୍ଧାଧିକରୁ କମ୍ ଟାର୍ଗେଟ ଆସି ଥିବା ଜଣାପଡିଛି। ବିଭାଗୀୟ ପ୍ରଶାସନ ତଥା ସରକାର ସମ୍ପୂର୍ଣ୍ଣ ଟାର୍ଗେଟ ଦେଇ ମିଲରଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେଇ,ଧାନ କ୍ରୟ କରିବାରେ ବିଫଳ,ପ୍ରଶାସନ ଓ ସରକାର। ସେପଟେ କିଛି ହାତ ଗଣତି ମିଲର ଥିବାରୁ ବେପାରୀ ଓ ଅଣ ଚାଷୀଙ୍କ ଧାନ ମିଲରେ ସିଧା ବେନିୟମ ଭାବରେ କିଣିବାରେ ସଫଳ ପ୍ରକୃତ ଚାଷୀଙ୍କ ଧାନ ଉଠି ପାରୁନି ଚାଷୀ ହିନସ୍ଥା ଭୋଗୁଛି। ଏଠି ପ୍ରଶ୍ନ ଉଠୁଚି ବେନିୟମ ଭାବରେ ମିଲରକୁ ଯାଉ ଥିବା ବେପାରୀ ଅଣ ଚାଷୀ ଧାନର BTS ସିଷ୍ଟମ ପଇସା ଖାଉଚି କିଏ,ମିଲର ନାଁ ସମବାୟ ସମ୍ପାଦକ ଉଠିଛି ପ୍ରଶ୍ନ, ହାତ ଗଣତି ମିଲର କିଛି ଥିବା ହେତୁ ଏକ ଚାଟିଆ ଭାବ ରଖି ମନ ମାନି ରେ ମନ ଇଚ୍ଛାରେ ପ୍ରତ୍ୟେକ ସମବାୟ ସମିତିରୁ ଧାନ କିଣି ୬ରୁ ୭ କିଲୋ ଧାନ ନିଧାର୍ଯ୍ୟ କରି କାଟି ଥାଏ,ଯେଉଁ ଚାଷୀ ବିରୋଧ କରେ, ସେହି ଚାଷୀଙ୍କ ଧାନ ମିଲର ଉଠାଏ ନାହିଁ, ଓ ଯୁଲୁମ୍ କରି କଟନି ଛଟନି କରି ମନ ଇଚ୍ଛାରେ ଧାନ କିଣିବାରେ ସଫଳ ମିଲର ଅଙ୍କୁଶ ଲଗାଇବାର ବିଫଳ ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ସରକାର |

Mar 11, 2026 - 12:37
Mar 11, 2026 - 12:41
 0  17
ଧାନ କିଣାରେ ଟାର୍ଗେଟ ସମବାୟ ସମିତି ମାନଙ୍କୁ ଅର୍ଦ୍ଧାଧିକତାରୁ କମ, ଏହାର ଦାଈ କିଏ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0