ପଲି ସାମନ୍ତରା ପୁର ସଂରକ୍ଷିତ ଜଙ୍ଘଲ ଗଛ କଟା ଚାଲି ଥିବା ବେଳେ ବନ ବିଭାଗ ସାଜିଛି ନିଦା ବ୍ରିଷ୍ଣୁ,,

Slug- ପଲି ସାମନ୍ତରା ପୁର ସରଂକ୍ଷିତ ଜଙ୍ଗଲ ଗଛ କଟା ଚାଲି ଥିବା ବେଳେ ବନ ବିଭାଗ ସାଜିଛି ନିଦା ବିଷ୍ଣୁ Anchor= ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନୂପୁରା ପଂଚାୟତ ପଲି ସାମନ୍ତରା ପୁର ସରଂକ୍ଷିତ ଜଙ୍ଗଲ ଗାଈଛିରାଗଡା ଜଙ୍ଗଲ ଟି ଏବେ ବିପଦ ସଂକୁଳ ଅବସ୍ଥା ରେ ଦିନ କୁ ଦିନ ଜଙ୍ଗଲ ଟି ପଦା ହେବା ରେ ଲାଗିଛି ବହୁ ମୂଲ୍ୟ ବାନ ଗଛ ଗୁଡିକ କଟା ଯିବା ଫଳରେ ବନ୍ୟ ପ୍ରାଣୀ ଙ୍କ ଜୀବନ ବିପଦ ସଂକୁଳ ଅବସ୍ଥା ରେ ରାଜ୍ୟ ସରକାର ଙ୍କ ତରଫରୁ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଫଳ ସୁନୁ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ଫରେଷ୍ଟ ଥିବା ବେଳେ ଏଠି ଦେଖିବାକୁ ମିଳିଛି ଓଲଟା ବନ କର୍ମ ଚାରି ସାଜିଛନ୍ତି ନିଦା ବିଷ୍ଣୁ ବଡ଼ ଦୃଭାଗ୍ୟ କଥା ଏଠି ଏକର ଏକର ଜଙ୍ଗଲ ନଷ୍ଟ ହେବା କୁ ବସିଲାଣି କିନ୍ତୁ ବନ ବିଭାଗ ପାଖରେ ରେ ଖବର ନାହଁ ଢେଖିବାକୁ ବାକି ରହିଲା ବନ ବିଭାଗ ର ନିଦ କେଏବେ ଭାଙ୍ଗୁଛି ଓ ଗଛ କଟା କେଏବେ ବନ୍ଦ ହେଉ ଛି ଦେଖିବାକୁ ବାକି ରହିଲା କାମାକ୍ଷାନର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

Mar 30, 2026 - 21:12
 0  30
ପଲି ସାମନ୍ତରା ପୁର ସଂରକ୍ଷିତ ଜଙ୍ଘଲ ଗଛ କଟା ଚାଲି ଥିବା ବେଳେ ବନ ବିଭାଗ ସାଜିଛି ନିଦା ବ୍ରିଷ୍ଣୁ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0