ବିଚିତ୍ର ମଲ୍ଲିକ (ଚଗଲା ଭାଇ )ହେଲେ ଯାଜପୁର ଜିଲ୍ଲା କଂଗ୍ରେସ ସମ୍ପାଦକ,

ବିଚିତ୍ର ମଲ୍ଲିକ (ଚଗଲା ଭାଇ )ହେଲେ ଯାଜପୁର ଜିଲ୍ଲା କଂଗ୍ରେସ ସମ୍ପାଦକ, ଯୁବ ନେତା, ବିଚିତ୍ର କୁମାର ମଲ୍ଲିକ ହେଲେ ଯାଜପୁର ଜିଲ୍ଲା କଂଗ୍ରେସ ସମ୍ପାଦକ, ଏହି ଅବସରରେ ଶ୍ରୀ ମଲ୍ଲିକ, ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ମାଗୁଣି ଜେନା, ପୂର୍ବତନ ଜିଲ୍ଲା ସଭାପତି ଓ ପିସିସି ସାଧାରଣ ସମ୍ପାଦକ ଶ୍ରୀ ମନୋଜ ରାଉତ, ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଧଳ (ମଧୁ ବାବୁ ), ରାଜ୍ୟ ଦଳିତ ବିଭାଗ ସମ୍ପାଦକ ନାରାୟଣ ମଲିକ, ଦଶରଥ ପୁର ବ୍ଲକକଂଗ୍ରେସ ସଭାପତି ଏକାଦଶୀ ତ୍ରିପାଠୀ, ଦଶରଥପୁର ମହିଳା କଂଗ୍ରେସ ସଭାନେତ୍ରୀ ଅମ୍ବିକା ରାଉତ, ଯୁବ ନେତା ଅମର ରାଉତ ଙ୍କୁ କୁର୍ତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି ଶ୍ରୀ ମଲ୍ଲିକକଂ ନିଯୁକ୍ତି ରେ ସ୍ଥାନୀୟ କଂଗ୍ରେସ କର୍ମୀ ଆନନ୍ଦବ୍ୟକ୍ତ କରିଛନ୍ତି. ଶ୍ରୀ ମଲ୍ଲିକ ସମସ୍ତଙ୍କୁ ସାଙ୍ଗରେ ନେହି କଂଗ୍ରେସ ସଂଗଠନ ଙ୍କୁ ସୃଦୁଢ କରିବାକୁ ପ୍ରତିଶୃତି ଦେଇଛନ୍ତି.,ଦଶରଥପୁର ରୁ ଭାଗିରଥି ଜେନା ଙ୍କ ରିପୋର୍ଟ ଓମ ମିଡ଼ିଆ,

Sep 6, 2026 - 22:29
 0  10
ବିଚିତ୍ର ମଲ୍ଲିକ  (ଚଗଲା ଭାଇ )ହେଲେ ଯାଜପୁର ଜିଲ୍ଲା କଂଗ୍ରେସ ସମ୍ପାଦକ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0