ମହାବୀର ହନୁମାନ ଙ୍କ ଜନ୍ମ ବାର୍ଷିକ ଓ ମହାବିଷୁବ ସଂକ୍ରାନ୍ତି ପାଳନ ହୋଇଯାଇଛି ବାଛୋଳ ଗ୍ରାମ ରେ |

ମହାବୀର ହନୁମାନ ଙ୍କ ଜନ୍ମ ବାର୍ଷିକ ଓ ମହାବିଷୁବ ସଂକ୍ରାନ୍ତି ପାଳନ ହୋଇଯାଇଛି ବାଛୋଳ ଗ୍ରାମ ରେ REPOTER- ବିଞ୍ଝାରପୁର ବିଜୟ କୁମାର ବାରିକି : ଓମ ମିଡ଼ିଆ, ଆଙ୍କର - ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ବାଛୋଳ ଗ୍ରାମ ପଞ୍ଚାୟତ ରେ ହନୁମାନ ଙ୍କ ପ୍ରତିଷ୍ଠିତ ବାଛୋଳଗ୍ରାମ ପଞ୍ଚାୟତ ୱଡନମ୍ବର -7 ରେ ମହାବୀର ହନୁମାନ ଙ୍କ ବାର ବର୍ଷ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଛି l ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ହନୁମାନ ଙ୍କ ଯଜ୍ଞୟ ' ହୂମ ଆଦି ବହୁ କାଯ୍ୟ କର୍ମ ମନ୍ଦିର ରେ ପୂଜାର୍ଜନା କରିବା ସହିତ ଆଶ୍ରିବାଦ ନେଇଥିଲେ l ବେଦଜ୍ଞ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ, ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ଓ ହୁଳହୁଳି ରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ହଜାର ହଜାର ସଂଖ୍ୟା ରେ ଭକ୍ତ ମାନେ ଏବଂ ବହୁ ବିଶିଷ୍ଟ ବୁଦ୍ଧିଯିବି ଓ ସମାଜ ସେବି ' ବହୁ ଦୂର ଦୁରାନ୍ତରୁ ସମାଗମ ହୋଇ ହନୁମାନ ଙ୍କ ଦର୍ଶନ ଲାଭ କରିଥିଲେ l ବିଭିନ୍ନ ସ୍ବେଛାସେବୀ ସଂଗଠନ ମାନେ ହନୁମାନ ଆଶ୍ରିବାଦ ଲାଭ କରିବାପାଇଁ ଭକ୍ତ ଙ୍କ ଭିଡ଼ କହିଲେ ନଅ ସାରେ ତାଆ ସହିତ ହନୁମାନ ଙ୍କ ମନ୍ଦିର ରେ ପ୍ରସାଦ ସେବନ ଵେବସ୍ଥା କରାଯାଇଥିଲା ! ଏଥିରେ ବହୁ ମହିଳା ଏବଂ ଭକ୍ତ ଶ୍ରଦ୍ଧାଳୁ ଆନନ୍ଦରେ ପ୍ରସାଦ ସେବନ କରାଯାଥିଲା 'ଜୟ ଶ୍ରୀ ରାମ ରାମ ରାମ ନାମରେ ବାଛୋଳ ଗ୍ରାମ ପ୍ରଭୁଙ୍କର ନାମରେ ହଜି ଯାଇଥିଲେ ହେଏ ମହା ବୀର ବଜରଂଗୀ ନାମରେ କମ୍ପୁଥିଲା ବରିବେଶ

Apr 15, 2026 - 23:52
Apr 15, 2026 - 23:54
 0  2
ମହାବୀର ହନୁମାନ ଙ୍କ ଜନ୍ମ ବାର୍ଷିକ ଓ ମହାବିଷୁବ ସଂକ୍ରାନ୍ତି ପାଳନ ହୋଇଯାଇଛି ବାଛୋଳ ଗ୍ରାମ ରେ  |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0