ମେଘା କମ୍ପାନୀ ର ମନ ମାନି ପଣରୁ କର୍ମଚାରୀ ହତାଶ,
ମେଘା କଂପାନୀ ମନ ମାନି ପଣରୁ ତଳସ୍ତ କର୍ମଚାରୀ ବେହାଲ,
ଯାଜପୁର ତା ୧୮/୦୩( ସରୋଜ କୁମାର ଧଳ ଙ୍କ ରିପୋର୍ଟ ଓମ ମିଡ଼ିଆ )
ଆଜ୍ଞା ହଁ ଆମେ ଦେଖାଇବାକୁ ଯାଉଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିକଟସ୍ତ ଥିବା ମେଘା ପ୍ରକଳ୍ପର ଦୃଶ୍ୟ, କର୍ମଚାରୀଙ୍କ ଅ ଭିଯୋଗ ସ୍ଵତେ,ଆଜ୍ଞା ହଁ ଦେଖନ୍ତୁ ଦୃଶ୍ୟକୁ, କେଉଁ ଭଳି ଠକାମୀର ଶିକାର ହେଉଛନ୍ତି ସାଧାରଣ କର୍ମଚାରୀ, ନା ମିଳୁଛି ଉଚିତ ପାଉଣା, ନା ମିଳୁଛି ଖାଦ୍ୟ ପେୟ, କର୍ମଚାରୀ ଅଭିଯୋଗ ଆଣିଲେ,ଉପର ଅଧିକାରୀ ଙ୍କ ଧମକ ମିଳୁଛି ଦୁରକୁ ବଦଳୀ, ନଚେତ ଛଟେଇ, ଦୀର୍ଘ ଦିନ କାମ କଲା ପରେ ମଧ୍ୟ ଯଦି ଏହି ଭଳି ଉପର ଅଧିକାରୀ ଙ୍କ କାର୍ଯ୍ୟକଳାପ ଦେଖା ଯାଏ ତାହାହେଲେ ଜଣେ ସାଧାରଣ କର୍ମଚାରୀ ଅବା କଣ କରିବ, ପିଲାଛୁଆଙ୍କୁ ନେଈ କୁଆଡେ ଯିବ, ପ୍ରକଳ୍ପ ଶେଷ ସମୟରେ ଏହା ମେଘା ପ୍ରକଳ୍ପ ର କୌଣସି ଚାଲ ନୁଁହେତ, ଯାହା କର୍ମଚାରୀ ଙ୍କ
ଭବିସ୍ୟତ ଉପରେ ଖେଳୁଛନ୍ତି ସରକାରି ନୀତି ନିୟମକୁ ଵେ ଖାତିରି କରି ଗୋଡ଼ରେ ଆଡ଼େଇ ଚାଲିଛନ୍ତି ମେଘା ପ୍ରକଳ୍ପ ର ଉପର ଅଧିକାରୀ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
1