ସ୍ଲଗ. ଗେଙ୍ଗୁଠି ନଦୀରେ ସେତୁ ନିର୍ମାଣ ପାଇଁ ବିଧାୟକ ଙ୍କ ପାଖରେ ଦାବି ଜଣାଇଲେ ବିଜେପି ଯୁବନେତା ଆକାଶ ଜେନା.,
ସ୍ଲଗ. ଗେଙ୍ଗୁଠି ନଦୀରେ ସେତୁ ନିର୍ମାଣ ପାଇଁ ବିଧାୟକ ଙ୍କ ପାଖରେ ଦାବି ଜଣାଇଲେ ବିଜେପି ଯୁବନେତା ଆକାଶ ଜେନା. ତାରିଖ. 05/09/26 ରିପୋର୍ଟ. ବଡ଼ଚଣା. ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଅଚୁତ ବସନ୍ତ ଓ ଧର୍ମଶାଳା ବ୍ଲକ କଦମପାଳ ନିକଟରେ ଗେଙ୍ଗୁଠି ନଦୀ ଉପରେ ଏକ ସେତୁ ନିର୍ମାଣ କରିବା ପାଇଁ ବଡ଼ଚଣା ବିଜେପି ଦଳର ଯୁବନେତା ତଥା ରାଜ୍ୟ ଯୁବମୋର୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଆକାଶ କୁମାର ଜେନା ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କ ନିକଟରେ ଦାବି ଜଣାଇଛନ୍ତି. ଦୁଇ ନିର୍ବାଚନ ମଣ୍ଡଳୀ କୁ ସଂଯୋଗ ହେଲେ ଅଂଚଳ ବାସୀଙ୍କ ଉପକୃତ ହେବେ.ପ୍ରତିଦିନ କଦମପାଳ ନୋସ୍ତା ଜନକ ଗ୍ରାମର ବହୁ ସଂଖ୍ୟକ ଦିନ ମଜୁରିଆ ସ୍କୁଲ ଛାତ୍ର ଛାତ୍ରୀ ଗ୍ରାମବାସି ଓ ବୌଦ୍ଧ କ୍ରିତିରାଜ ଉଦୟଗିରି ଓ ବାହାଧିଆ ପାହାଡ଼ କୁ ଯିବା ଆସିବା କରନ୍ତି. ଏଠାରେ ବର୍ଷା ଋତୁ ହେଲେ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଥାଏ. ଏଠାରେ ସେତୁନିର୍ମାଣ ହେଲେ ଅଞ୍ଚଳ ବାସି ଉପକୃତ ହେବେ,ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0