୨୭ ମଣ୍ଡଳ ସଭାପତି ସଞ୍ଜୟ କୁମାର ପତି ଙ୍କ ହୋଲି ଖେଳ
ସମ୍ପର୍କ ଓ ଭାଇଚାରା ର ପର୍ବ ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁଙ୍କ କରୁଣାରୁ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ରଙ୍ଗୀନ କରିଦେଉ ଏତିକି କାମନା। ଆସନ୍ତୁ ସମସ୍ତେ ଏକାଠି ହୋଇ ଆନନ୍ଦ, ଉତ୍ସାହର ସହ ଏହି ପର୍ବ ପାଳନ କରିବା। #ହୋଲି #HappyHoli Best wishes to all on the occasion of the festival of colors 'Holi'. Best wishes to all the Near and Dear on the auspicious festival of Holi filled with joy, joy and joy. May this colour festival bring happiness, peace and new enthusiasm in everyone's life.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0