ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ,,

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ କାମାକ୍ଷାନଗର - ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି l ସମାଜ ପାଠକ ବିଚାର ମଞ୍ଚ ର ଆବାହକ ଶୁଭମୟ ନନ୍ଦ ଙ୍କ ଆବାହକତ୍ୱରେ ପୂର୍ବାହ୍ନ ରେ ରାମିୟାଳ ନଦୀରେ ତିଳ ତର୍ପଣ କରାଯିବା ପରେ ଗୋପବନ୍ଧୁ ପାର୍କ ରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି, ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ସମାଜ ପାଠକ ବିଚାର ମଞ୍ଚ ର ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ, ସଭାପତି ଜ୍ଞାନରଞ୍ଜନ ମିଶ୍ର ଙ୍କ ସମେତ ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ l କାମାକ୍ଷାନଗର ରୁ Anil kumar nayak report pramay tv

Jul 14, 2026 - 15:36
 0  3
ଉତ୍କଳମଣି ଗୋପବନ୍ଧୁ ଦାସ  ଙ୍କ ଶ୍ରାଦ୍ଧ ଦିବସ ପାଳିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0