ଏଠି ବିକାଶ ନାଁରେ ଚାଲିଛି ବିନାଶ,,
ଏଠି ବିକାଶ ନାଁରେ ଚାଲିଛି ବିନାଶ,
ଯାଜପୁର ଜିଲ୍ଲା ର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ସୈବ ପୀଠ ବାବା ବରୁଣେଶ୍ୱର ପୀଠ,ଏଠିକାର ମୁଖ୍ୟ ସୌନ୍ଦର୍ଯ୍ୟ ମକର ମେଳା ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଙ୍କ ସମାଗମ ରେ ପୁରୀ ଉଠେ ଏହି ବାବା ବରୁଣେଶ୍ୱର କ୍ଷେତ୍ର, ଏଠିକାର ଯେଉଁ ନାମ ମନ୍ଦିର ବାବା ସୁନୀଲ ମହାରାଜ ଙ୍କ ତତ୍ୱ ଅବଦାନରେ ଗଢି ଉଠିଛି, ଏଠିକାର ପରିବେଶ ସ୍ୱତନ୍ତ୍ର ନିଆରା,ଏହି ଭଳି ଧାର୍ମିକ ସ୍ଥାନକୁ ଏତେ ଵେ ଖାତିରି କଣ ପାଇଁ, ଯାହା ଦେଖିବାକୁ ମିଳୁଛି, ଆଜ୍ଞା ଦେଖନ୍ତୁ ଆମେ କହୁନୁ,ଦେଖାଇବାକୁ ଯାଉଛୁ ଟୋପାଏ ବର୍ଷାରେ ଆଣ୍ଠୁଏ ପାଣି, ଏଠି ବିକାଶ ନାଁରେ ଚାଲିଛି ବିନାଶ,ଯେଉଁ ବରୁଣେଶ୍ୱର ମେଳାକୁ ନେଈ ଆଜି ପ୍ରସିଦ୍ଧ, ହେଲେ ସେହି ମେଳାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଅର୍ଥ ଆଦାୟ ହେଉ ଥିବା ବେଳେ,ଖାଉଛି କିଏ,ଯାଉଛି କୁଆଡେ,ଏଠିକାର, ବିଧାୟୀକା , ଶ୍ରୀମତି ପ୍ରମିଳା ମଲ୍ଲୀକ, ହେଉନ୍ତୁ ଅବା ଅରେଇ ପଞ୍ଚାୟତ ର ସରପଞ୍ଚ, ନିରବଦ୍ରଷ୍ଟା ସାଜିବାର କାରଣ କଣ,ଏହା କୌଣସି ରାଜ ନୈତିକତା ନୁଁହେତ,ଏମିତିକି ସାଧାରଣ ଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବାର ଦେଖିବାକୁ ମିଳୁଛି,ଆସନ୍ତୁ ଦେଖିବା ଆଗାମୀ ଦିନରେ ବିକାଶ ର ଲଗାମ କିପରି ଲାଗୁଛି ବାବା ବରୁଣେଶ୍ୱର କ୍ଷେତ୍ର ରେ,ଜନ ସାଧାରଣ ଙ୍କ ଅପେକ୍ଷା, ଯାଜପୁର, ଓମ ମିଡ଼ିଆ ଏଡିଟର, ସରୋଜ କୁମାର ଧଳ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0