ମାଳପୁରା ଗ୍ରାମରେ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି ରାମ ନବମୀ ,
Slug- ମାଳପୁରା ଗ୍ରାମ ରେ ମହା ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି ରାମ ନବମୀ Anchor- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇଶିଙ୍ଗା ପଂଚାୟତ ମାଳପୁରା ଗ୍ରାମ ର ବହୁ ପୁରା ତନ ଶ୍ରୀ ରାମ ମନ୍ଦିର ରେ ଆଜି ଭକ୍ତ ଙ୍କ ର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ମନ୍ଦିର ର କମିଟି ସଦସ୍ୟ ମାନେ ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳା ର ସହିତ ଦର୍ଶନ କରାଇ ଥିଲେ ଓ ମନ୍ଦିର ପରିସର ରେ ପ୍ରାୟ ତିନି ହଜାର ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବେବସ୍ତା କରାଯାଇ ଥିଲା ସମଗ୍ର ଅଂଚଳ ହରି ବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠୁ ଥିଲା ଓ ସନ୍ଧ୍ୟା ସମୟ ରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମ ଣ ମା ସୀତା ଙ୍କ ମୃତ୍ତି କୁ ବିମାନ ରେ ନେଇ ବଜା ରୋଶଣୀ ରେ ସମଗ୍ର ଗ୍ରାମ ପରିକ୍ରମା କରିଥିଲେ ଓ ଆଖ ପାଖ ଅଂଚଳ ରୁ ବହୁ ଭକ୍ତ ଙ୍କ ଭିଡ଼ ଦେଖି ବାକୁ ମିଳିଥିଲା ଓ ସମସ୍ତେ ପ୍ରଭୁ ଙ୍କୁ ପାଖରେ ପାଇ ଆଶିଷ ଓ କରୁଣା ଲାଭ କରିଥିଲେ, କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0