ଵିନା ଦେୟ ମୁକ୍ତ ଅନ୍ନ ଦାନ ପାଇଁ ପ୍ରସ୍ତୁତି ବୈଠକ।

ଵିନା ଦେୟ ମୁକ୍ତ ଅନ୍ନ ଦାନ ପାଇଁ ପ୍ରସ୍ତୁତି ବୈଠକ। ରିପୋର୍ଟ - ନିରୋଜ କୁମାର ସେଠୀ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଠାରେ ଗଢ଼ିଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଭୁ ଚନ୍ଦନେଶ୍ଵର ଙ୍କ ପୀଠରେ ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଚନ୍ଦନେଶ୍ଵର ଙ୍କ ପୀଠ କୁ ଜଳଲାଗି କରିବାକୁ ଆସୁଥିବା କାଉଡ଼ିଆ ଭକ୍ତ ମାନଙ୍କୁ ଦେୟ ମୁକ୍ତ ଅନ୍ନଦାନ, ଲେମନ୍ ଟି, ଜଳଦାନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ମିନତି ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ଚରଣ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପୂର୍ବତନ ସଭାପତି ବସନ୍ତ ଶତପଥୀ, ସାଂଗଠନିକ ସମ୍ପାଦକ ଜ୍ଞାନ ରଞ୍ଜନ ରଥ, ସାଧାରଣ ସମ୍ପାଦକ ରବୀନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସାମଲ, ଉପ ସଭାପତି ସଙ୍ଗୀତା ଆଚାର୍ଯ୍ୟ, ପ୍ରତାପ ରୁଦ୍ର ପଣ୍ଡା, ସୁଦାମ ଚରଣ ଦାସ, କୁଳମଣି ନାୟକ, ପବିତ୍ର ମୋହନ ଶତପଥୀ,ବିଦ୍ୟାଧର ସାହୁ, ଅଶୋକ କୁମାର ସାହୁ, ପ୍ରଭାସିନୀ ମଲ୍ଲ, ଦେବୀ ପ୍ରସାଦ ସାହୁ, ସନ୍ତୋଷ ନାୟକ, ଗୋଲକ ରାଉତ, ସୁଦାମ ଚରଣ ରାଉତ, ବୈଦେନ୍ଦ୍ର ସାହୁ, ବିଷ୍ଣୁ ଚରଣ ସାମଲ, ବିଶ୍ୱଜିତ୍ ଦାସ, ଧନେଶ୍ଵର ବାରିକ, ସୁଶାନ୍ତ ପୃଷ୍ଟି, ବସନ୍ତ ପାତ୍ର, ପ୍ରଶାନ୍ତ ସ୍ୱାଇଁ, ଅରବିନ୍ଦ ଦାଶ, ଶିବରାମ ନନ୍ଦ, ବିଜୟ ସାହୁ, ବିଷ୍ଣୁପ୍ରିୟା ପାଣି, ବୀଣାପାଣି ପ୍ରଧାନ,ସୁମନ୍ତ ରଥ, ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ପ୍ରଫୁଲ୍ଲ ପଣ୍ଡା, ଦୈତାରି ଜେନା, ଅଜୟ ମଲ୍ଲିକ, ସୁମନ୍ତ ରଥ, ସନ୍ତୋଷ ଦାସ , ବିଶ୍ୱଜିତ୍ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Jul 12, 2026 - 17:39
 0  5
ଵିନା ଦେୟ ମୁକ୍ତ ଅନ୍ନ ଦାନ ପାଇଁ ପ୍ରସ୍ତୁତି ବୈଠକ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0