ଅନ୍ଧାର ଘେର ରେ 53ନମ୍ବର ଜାତୀୟ ରାଜପଥ ରାତ୍ରି ସମୟ ରେ ଦୃଘଟଣା ଟଣା ଶିକାର ହେଉଛନ୍ତି ବହୁ ପଥ ଚାରି,

Slig- ଅନ୍ଧାର ଘେର ରେ 53ନମ୍ବର ଜାତୀୟ ରାଜପଥ ରାତ୍ରି ସମୟ ରେ ଦୃଘଟଣା ଟଣା ଶିକାର ହେଉଛନ୍ତି ବହୁ ପଥ ଚାରି Anchor- ଢେଙ୍କାନାଳ ଜିଲ୍ଲା କାମାକ୍ଷାନର ବ୍ଲକ ଦେଇ ଜାଇ ଥିବା 53ନମ୍ବର ଜାତୀୟ ରାଜପଥ ଏବେ ଅନ୍ଧାର ଘେର ରେ ରାତ୍ରି ସମୟ ରେ ବହୁ ଦୃଘଟଣା ର ଶିକାର ହେଉଛନ୍ତି ପଥ ଚାରି ବିଶେଷ କରି ମାଳପୁରା ଠାରୁ ବାଇଶିଙ୍ଗା ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟି ସମ୍ପୂର୍ଣ ଅଚଳ ଅବସ୍ଥା ରେ ଏ ନେ ଚେ ଇ ର ବେପରୁଆ ମନମୁଖୀ ପାଇଁ ଦୁର୍ଘଟଣା ର ଶିକାର ହେଉଛନ୍ତି ନିରହ ଜନସାଧାରଣ ବିଶେଷ କରି ସନ୍ଧ୍ୟା ସମୟ ରେ ଜାତୀୟ ରାଜପଥ ଅନ୍ଧକାର ରେ ଥିବା ବେଳେ ବୁଲା ଷଣ୍ଡ ଓ ଗାଈ ଗୋରୁ ଙ୍କ ପାଇଁ ସାଜିଛି ଆଶ୍ରୟ ସ୍ଥଳୀ ଫଳରେ ଜାନ ବହନ ଯାତା ୟତ ସମୟରେ ଦୃଘଟଣା ର ଶିକାର ହେଉ ଥିବା ର ଦେଖି ବାକୁ ମିଳିଛି ଏ ନେ ଚେ କତୃପକ୍ଷ୍ୟ ଙ୍କ ଦୃଷ୍ଟି ଗୋଚର କେଏବେ ହେଉଛି ଷ୍ଟ୍ରିଟ ଲାଇଟି କେଏବେ ତୋରାନ୍ୱିତ ହେଉଛି ଅନ୍ଧକାର ପାଇଁ ଦୁର୍ଘଟଣା କୁ କେଏବେ ରୋକୁ ଛନ୍ତି ସାଧାରଣ ଜନତା ଚାହିଁ ରହିଛନ୍ତି l କାମାକ୍ଷା ନଗର ରୁ ଦିଲ୍ଲିପ କୁମାର ନାୟକ ରିପୋର୍ଟ ଓମ୍ ମିଡିଆ।

Aug 12, 2026 - 23:38
 0  5
ଅନ୍ଧାର ଘେର ରେ 53ନମ୍ବର ଜାତୀୟ ରାଜପଥ ରାତ୍ରି ସମୟ ରେ ଦୃଘଟଣା ଟଣା ଶିକାର ହେଉଛନ୍ତି ବହୁ ପଥ ଚାରି,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0