ଅର୍, ଏସ ଗଣେଶ ପୂଜା କମିଟି ତରଫରୁ ଗଣେଶ ପୂଜା ଧୂମଧାମ ରେ ପାଳନ ହୋଇଯାଇଛି |
ଅର୍, ଏସ ଗଣେଶ ପୂଜା କମିଟି ତରଫରୁ ଗଣେଶ ପୂଜା ଧୂମଧାମ ରେ ପାଳନ ହୋଇଯାଇଛି | ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତ ର ରାହଂସ ଗ୍ରାମର ଆର , ଏସ ପୂଜାକମିଟି ର ସଭାପତି , ସମ୍ପାଦକ ,ସମେତ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ବିଘ୍ନ ବିନାଶକ ଭଗବାନ ଗଣେଶ ଙ୍କ ପୂଜା କୁ ବହୁ ଆଡମ୍ବରରେ କରୁଥିବାର ଆମେ ଦେଖିବାକୁ ପାଇଥିଲୁ , ଗ୍ରମଲୋକଙ୍କ ଚିତ ବିନୋଦନ ପାଇଁ ବିଭିନ୍ନ ଅଞ୍ଚଳରୁ ଶିଶୁ କଳାକାର ମାନଙ୍କୁ ଆମନ୍ତ୍ରଣ କରି ଏକ କାର୍ଯ୍ୟକ୍ରମ କରି ଶିଶୁ ମାଙ୍କ ଙ୍କ ଗୁଣବତ୍ତା ସକାଶେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ କରି ଥିବାର ନିଦର୍ଶନ ରହି ଅଛି , ଶିଶୁ କଳାକାର ମାନଙ୍କର ଗୁଣବତ୍ତା ପାଇଁ ସ୍ଥାନ ପାଇଥିବା ସମସ୍ତ କଳାକାରମାନ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା, ବିଚାରକମାନଙ୍କ ପ୍ରଦର୍ଶନ ଓ ତାଙ୍କର କାର୍ଯ୍ୟକ୍ରମ ଠିକ୍ ଭାବେ ପରିଚାଳନା କରୁଥିବାର ନିଦର୍ଶନ ଅଛି , ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ, ଓମ ମିଡିଆ ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0