ଆଦର୍ଶ ବିଦ୍ୟାଳୟ ଯାଜପୁର କୋରେଇ ରୁ ସ୍ୱୟଞ୍ଜୀତ ଟପର,,
ଆଦର୍ଶ ବିଦ୍ୟାଳୟ ଯାଜପୁର କୋରେଇ ରୁ ସ୍ୱୟଞ୍ଜୀତ ଟପର କେନ୍ଦୁଝର ଜିଲ୍ଲା ପଡିଆରିପଲ୍ଲୀ ଗ୍ରାମ ର ଅମୁଲ୍ୟ କୁମାର ରାଉତ ଓ ମଞ୍ଜୁଶ୍ରୀ ରାଉତ ଙ୍କ ସୁପୁତ୍ର ସ୍ୱୟଂଜୀତ ଯାଜପୁର ଜିଲ୍ଲା କୋରେଇ ବ୍ଲକ ର ଆଦର୍ଶ ବିଦ୍ୟାଳୟ ରୁ CBSE ଦଶମ ଶ୍ରେଣୀ ପରୀକ୍ଷା ରେ 98.06 ନମ୍ବର ରଖି ଟପ୍ପର ହେବା ସହିତ ଓଡିଶା ରୁ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରୁ ଅଷ୍ଟମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି ସରକାରୀ ଓ ଘରୋଇ ଶିକ୍ଷା ସଂସ୍ଥା ରେ ଘୋର ତlରତମ୍ୟ ଥିବା ସତ୍ୱେ ସରକାର ଙ୍କ ପ୍ରୋତ୍ସାହନ ରେ ଚାଲିଥିବା ଆଦର୍ଶ ବିଦ୍ୟାଳୟ ଘରୋଇ ବିଦ୍ୟାଳୟ କୁ ମାତ ଦେଇ CBSE ର 10th ପରୀକ୍ଷା 2025-2026 ସର୍ବୋତ୍ତମ ଫଳା ଫଳ ପ୍ରମାଣିତ କରିପାରିଛି ଆମ chanel ଭେଟିଥିଲା ସ୍ୱୟଞ୍ଜୀତଙ୍କୁ ତାଙ୍କ ଯାଜପୁର ରୋଡ ବାସଭବନରେ ଆଉ ପଚାରି ବୁଝିଥିଲା ତାଙ୍ର ସଫଳତାର ଗୁମର.. Pradeep Kumar Prusty Jajpur Road,omm media
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0