ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମହୋତ୍ସବ ଉଦଯାପିତ। ଯାଜପୁର ଜିଲ୍ଲା,,

ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରେ ମହୋତ୍ସବ ଉଦଯାପିତ। ଯାଜପୁର ଜିଲ୍ଲା( ନିରୋଜ କୁମାର ସେଠୀ) ବଡ଼ଚଣା ବ୍ଳକ ରେ କାର୍ଯ୍ୟ କରୁଥିବା ଉଦୀୟ ମା ନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ମହାଆଡମ୍ବରରେ ରେ ଉତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରେ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ଭାଜପା ଦଳର ସଭାନେତ୍ରୀ ଦେବଜାନୀ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ କହିଲେ ଆଧୁନିକତା ଚାକ ଚକ୍ୟ ଭିତରେ ଓଡ଼ିଶାର ଗଣ ପର୍ବ ହେଉଛି ରେ ପବ ଏହି ପର୍ବ ସମସ୍ତେ ତିନି ଦିନ ଧରି ପାଳନ କରନ୍ତି।ଏହି ପର୍ବ ଗ୍ରାମାଞ୍ଚଳ ରୁ ଧିରେ ଧିରେ ଲୋପ ପାଇ ବସୁଥିବା ବେଳେ ଉଦୀୟମାନ ଅନୁଷ୍ଠାନ ଏହି ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ପରମ୍ପରା ବଜାୟି ରଖି ଥିବାରୁ ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା ମାନଂକୁ ବଧାଇ ଜଣାଇବା ସହିତ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ଼ା ଅଜୟ କୁମାର ଲେଙ୍କା କହିଲେ ମାଟି ମାଆର ପବ ହେଉଛି ରଜପର୍ବ।ଏହି ପର୍ବ ଆମ ସମସ୍ତ ଙ୍କ ପାଇଁ ସଂସ୍କୃତି ର ପ୍ରତୀକ। ଆଗନ୍ତୁକ ଅତିଥି କାହ୍ନୁଚରଣ ସାହୁ ତାଂକ ବକ୍ତବ୍ୟ ରେ କହିଲେ ରେ ପବ ଭାଇଚାରା ସୃଷ୍ଟୀ କରେ ଓ ଆନନ୍ଦ ଉଲ୍ଲାସ ଭରୀ ଦେଇଥାଏ।ଅନ୍ୟ ମାନଂକ ମଧ୍ୟରେ ସରପଞ୍ଚ ରବ ଚନ୍ଦ୍ର ମହାନ୍ତି,ସମାଜ ସେବୀ ଆକାଶ କୁମାର ସାହୁ,ରବିନ୍ଦ୍ର କୁମାର ତରାଇ, ଆଇନଜୀବି ଦେବରାଜ ବେହେରା, ପ୍ରମୁଖ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ। ପରେ ମା, ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପିଠାପଣା,ଝୋଟି ପ୍ରତୀ ଯୋଗିତା ଖିଲି ପାନ ପ୍ରତିଯୋଗିତା , ସେହିପରି ବାଳକ ବାଳିକା , ମହିଳା ଓ ପୁରୁଷ ମଧ୍ୟରେ କବାଡି ପ୍ରତିଯୋଗିତା କରାଯାଇ ଥିଲା। ମିୟୁଜିକ ଚେୟାର,ରଜ କବିତା ଆସର ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା। ଶେଷରେ କୃତି ପ୍ରତିଯୋଗୀ ମାନଂକୁ ମାନ ପ୍ରତ ସହ ଟ୍ରଫୀ ପ୍ରଦାନ କରାଯାଇଥିଲା।

Jun 18, 2026 - 15:47
 0  9
ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  ମହୋତ୍ସବ ଉଦଯାପିତ। ଯାଜପୁର ଜିଲ୍ଲା,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0