ଗୋ ସେବକ ଙ୍କୁ ସୋର ରେ ସ୍ଵାଗତ।

ଗୋ ସେବକ ଙ୍କୁ ସୋର ରେ ସ୍ଵାଗତ। ଦିର୍ଘ ୬ ମାସ ଧରି ତେଲେଙ୍ଗାନା ରେ ଗୋ ସମ୍ମାନ ଅଭିଯାନ ସାରି ନିଜ ଜିଲ୍ଲା ବାଲେଶ୍ଵର କୁ ଫେରୁଥିବା ସମୟରେ ସୋର ବସ୍ ଷ୍ଟାଣ୍ଡ ନିକଟରେ ଗୋ ସେବକ ହେମନ୍ତ ଦାସ ଙ୍କୁ ସୋର ଗୋସେବକ ସଂଗଠନ ପକ୍ଷରୁ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି। ହେମନ୍ତ ଦାସ ୬ ମାସ ଧରି ତେଲେଙ୍ଗାନା ରେ ଗୋ ସୁରକ୍ଷା ପାଇଁ ବିଭିନ୍ନ ବୈଠକ କରି ସଂସଦର ଗୋ ସୁରକ୍ଷା ବିଲ୍ ପାସ୍ କରିବା ପାଇଁ ଆହ୍ୱାନ ଦେଇଥିଲେ। ଗୋମାତା ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରୟାସ ସହ ବିଲ୍ ପାରିତ ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାରୁ ଦୁଇଜଣ ଗୋ ସୁରକ୍ଷା ଅଭିଯାନ ରେ ସାମିଲ ହୋଇଥିବା ବେଳେ ସେ ରାଜସ୍ଥାନ ରୁ ଏହି ଅଭିଯାନ ପାଇଁ ପ୍ରଶିକ୍ଷଣ ନେଇଥିଲେ। ଏହି ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଗୋ ସେବକ ତଥା ବିଭାନ ଗଙ୍ଗାଧର ଗୋଶାଳା ସଭାପତି ରାଧାଶ୍ୟାମ ମହାନ୍ତି, ସରୋଜ ନାୟକ ଗୋସେବକ , ଭଦ୍ରକ ବିଶ୍ଵ ହିନ୍ଦୁ ପରିଷଦର କର୍ମକର୍ତ୍ତା ଏବଂ ଗୋସେବକ ରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ ଦିର୍ଘ ୬ ମାସ ଧରି ତେଲେଙ୍ଗାନା ରେ ଗୋ ସମ୍ମାନ ଅଭିଯାନ ସାରି ନିଜ ଜିଲ୍ଲା ବାଲେଶ୍ଵର କୁ ଫେରୁଥିବା ସମୟରେ ସୋର ବସ୍ ଷ୍ଟାଣ୍ଡ ନିକଟରେ ଗୋ ସେବକ ହେମନ୍ତ ଦାସ ଙ୍କୁ ସୋର ଗୋସେବକ ସଂଗଠନ ପକ୍ଷରୁ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି। ହେମନ୍ତ ଦାସ ୬ ମାସ ଧରି ତେଲେଙ୍ଗାନା ରେ ଗୋ ସୁରକ୍ଷା ପାଇଁ ବିଭିନ୍ନ ବୈଠକ କରି ସଂସଦର ଗୋ ସୁରକ୍ଷା ବିଲ୍ ପାସ୍ କରିବା ପାଇଁ ଆହ୍ୱାନ ଦେଇଥିଲେ। ଗୋମାତା ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରୟାସ ସହ ବିଲ୍ ପାରିତ ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାରୁ ଦୁଇଜଣ ଗୋ ସୁରକ୍ଷା ଅଭିଯାନ ରେ ସାମିଲ ହୋଇଥିବା ବେଳେ ସେ ରାଜସ୍ଥାନ ରୁ ଏହି ଅଭିଯାନ ପାଇଁ ପ୍ରଶିକ୍ଷଣ ନେଇଥିଲେ। ଏହି ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଗୋ ସେବକ ତଥା ବିଭାନ ଗଙ୍ଗାଧର ଗୋଶାଳା ସଭାପତି ରାଧାଶ୍ୟାମ ମହାନ୍ତି, ସରୋଜ ନାୟକ ଗୋସେବକ , ଭଦ୍ରକ ବିଶ୍ଵ ହିନ୍ଦୁ ପରିଷଦର କର୍ମକର୍ତ୍ତା ଏବଂ ଗୋସେବକ ରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

May 6, 2026 - 23:41
 0  8
ଗୋ ସେବକ ଙ୍କୁ ସୋର ରେ ସ୍ଵାଗତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0