ଜରି ବାଙ୍କ ଦଳିତ ସାହି ଲୋକେ ଜଳ ବନ୍ଦୀ ରେ ହନ୍ତ ସନ୍ତ |

ଜରି ବାଙ୍କ ଦଳିତ ସାହି ଲୋକେ ଜଳ ବନ୍ଦୀ ରେ ହନ୍ତ ସନ୍ତ | ଯାଜପୁର ଜିଲ୍ଲା , ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ବାଙ୍କ ସାହି ର ଲୋକେ ନଦୀ ବଡି ଅତ୍ୟଧିକ ପାଣି ହେବାରୁ ଅଧିକାଂଶ ଘରେ ପାଣି ଆଣ୍ଠୁଏ ହୋଇଯିବା ଫଳରେ ଲୋକେ ଜୀବନ ଜାପନ ଅତି ଦୟନୀୟ ଅବସ୍ଥା ରେ ରହୁଥିବାର ଦୃଶ୍ୟ ଆପଣ ମାନ ଙ୍କୁ ଆମ୍ଭେ ଦେଖାଉ ଅଛୁ , ସେମାନଙ୍କ ପ୍ରତିକ୍ରିୟା ରୁ ଆମ୍ଭେ ଜାଣି ବାକୁ ପାଇଲୁ , ସେହି ସାହି ଲୋକେ ଯେଉଁ ଜାଗାରେ ଘର କରି ରହୁଛନ୍ତି , ପ୍ରତି ବର୍ଷ ଏହି ଦୁର୍ଦ୍ଦଶା ତନୁ ଭୋଗିବାକୁ ପଡୁଛି , ଏହି ଅବି ଯୋଗ ସେମାନେ ପ୍ରଶାସନ ଙ୍କୁ ଜଣାଇ ଛନ୍ତି , ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ଜଣାଇ ଅଛନ୍ତି ,ସେମାନଙ୍କ ଦାବି ତାଙ୍କୁ ସେ ସ୍ଥାନରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରାଯିବାକୁ ସେମାନେ ଆମ୍ଭ ଙ୍କୁ ଅଭିଯୋଗରେ ଆମ ମାଧ୍ୟମରେ ସରକାର ଙ୍କୁ ନିବେଦନ କରିଛନ୍ତି , ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ , ଓମ ମିଡିଆ ,

Aug 19, 2026 - 22:04
 0  20
ଜରି ବାଙ୍କ ଦଳିତ ସାହି ଲୋକେ ଜଳ ବନ୍ଦୀ ରେ ହନ୍ତ ସନ୍ତ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0