ପାରି ବାରିକ କଳୀରୁ ମହାଭାରତ,,

ପାରି ବାରିକ କଳୀରୁ ମହାଭାରତ,, ବର୍ତ୍ତମାନର ସବୁଠାରୁ ଵଡ ଖବର ଯାହା ଆମ ନିକଟରେ ଅଭିଯୋଗ ଆସି ପହଞ୍ଚିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିର୍ଜା ପୁର ଗ୍ରାମର ଝୁନୁମଲିକ ଓ ତାଙ୍କ ପରିଵାର କଥା । ପାରିବାରିକ କଳିକୁ କେନ୍ଦ୍ର କରି ସେହି ଗ୍ରାମର ସନ୍ତୋଷ ମଲିକ , ନମିତା ମାଲିକ,ପ୍ରମିଳା ମଲିକ, ସସ୍ମିତା ମଲିକ, ମଞ୍ଜୁଲତା ମଲିକ, ନବିନ ମାଲିକ,ପ୍ରଦିପ ମଲିକ,ରଵିଦ୍ରମଲିକ, ମିଳିତ ହୋଇ ଝୁନୁମଲିକ ଓ ତାଙ୍କ ନା ବାଳିକା ଝିଅକୁ ଗୋଡେଇ ଗୋଡେଇ ମାଡ ମାରିବା ସହିତ ଇଟା ପଥର ଧରି ମାରାତ୍ମକ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି ।ଝୁନୁମଲିକଙ୍କ ପରିବାରରେ କେହି ପୁରୁଷ ଘରେ ନଥିବାର ସୁଯୋଗ ନେଇ ଘରେ ପସି ଏପରି କାଣ୍ଡ କରିଥିଲେ ଦୃର୍ବୁତ୍ତ। ମାଡଗାଳିକୁ ସଜ୍ୟ କରି ନପାରି କୁଆଖିଆ ଥାନାରେ ଅଭିଯୋଗ ରଖିଥିଲେ ବି ଅଭିଯୋଗ ଅଭିଯୋଗରେ ରହିଯାଇଛି। ଆଇନ ବି ଅନ୍ଧ ପରି ଵସିରହିଛି କିଛି ଉପାୟ ନ ପାଇଁ ଗଣମାଧ୍ୟମର ସାହାରା ନେଇଛନ୍ତି ଝୁନୁ ମଲିକ ଓ ତା'ର ପରିବାର । ଗଣମାଧ୍ୟମ ପ୍ରତିନିଧିମାନେ କୁଆଖିଆ ଥାନାରେ ଥାନା ଅଧିକାରୀ ଙ୍କୁ ଭେଟ କରି ସଂପୁର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରିବାରୁ ଥାନା ଅଧିକାରୀ ନ୍ୟାୟ ପ୍ରଦାନ କରିବାକୁ କହିଥିବାରୁ ଦେଖିବାକୁ ମିଳିଛି ।ଏପଟେ ଝୁନୁ ମାଲିକ ଓ ତା'ର ପରିବାର ଜଦି ନ୍ୟାୟ ନ ମିଳେ କୁଆଖିଆ ଥାନା ସାମ୍ନାରେ ଆତ୍ମହତ୍ୟା କରିବେ ବୋଲି କହିଥିବାର ଆମ ପାଖରେ ଖବର ଆସିପହଞ୍ଚିଛି।ଆଗକୁ ନ୍ୟାୟ ମିଳୁଛି ନା କୈାଣସି ରାଜନୈତିକ ଚାପରେ ଚେପାହୋଇ ପୋଲିସ ବାବୁ ଚୁପ୍ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା , କୋରେଇ ରୁ ଗୈରାଙ୍ଗ ଚରଣ ମହିଙ୍କ ରିପୋର୍ଟ ଓମ ମିଡ଼ିଆ ।

May 6, 2026 - 11:40
 0  11
ପାରି ବାରିକ କଳୀରୁ ମହାଭାରତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0