ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଶ୍ରୀମତୀ କନକ ଲତା ମଲ୍ଲିକ ବନ୍ୟା ବିପର୍ନ ଙ୍କୁ ସହୟତା ହାତ ବଢ଼ାଇ ଛନ୍ତି,,

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ,ବିରିପଟା ପଂଚାୟତରେ ଖରୋଶ୍ରୋତା ର ଶାଖା, ନାଉବଙ୍କ ନୂଆ ମାହାରା ବନ୍ଧ ଘାଇ ହେଵା ଫଳରେ ବନ୍ୟା ପାଣି ମାଡି ଆସିବାରୁ ବଡ଼କୁଅଁଲ, କେନ୍ଦୁଆକୁଳ, ସାନକୁଆଁଲ , ଗ୍ରାମରେ ଅନେକ ଘରେ ବନ୍ୟା ଜଳ ପଶି ନାହିଁ ନଥିବା ଦୁଃଖ କଷ୍ଟରେ ଥିଲାବେଳେ, ବିଂଝାରପୁର ନିର୍ବାଚନ ମଣ୍ଡଳୀର ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ କନକ ଲତା ମଲ୍ଲିକ ବନ୍ୟା ବିପନ୍ନ ମାନଙ୍କ ସମସ୍ୟା ରେ କିଭଳି ଅଛନ୍ତି ପଚାରି ବୁଝିବା ସହିତ, ଅଟା, ବିସ୍କୁଟ, ପାଣିବୋତଲ, ମହମବତୀ, ଦିଆସିଲି, ଦେଇଥିଲେ, ଜଣେ ମହିଳା ଭାବରେ ଦୀର୍ଘଦିନ ଧରି ସମାଜ ସେବାରେ କାର୍ଯ୍ୟ କରୁଛନ୍ତି, ବନ୍ୟା ବିପନଙ୍କ ସହିତ ମିଶି ତାଙ୍କ ଦୁଃଖରେ ସାମିଲ ହୋଇ ଧର୍ଯ୍ୟ ଓ ସାହାସ ଦେଇଥିଲେ, କହିଥିଲେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନେ କିପରି କ୍ଷତିପୂରଣ ପାଇବେ, ବନ୍ୟାରେ ଘର ଭାଙ୍ଗି ଯାଇ ଥିବା ସମସ୍ତ ସରକାରୀ ସହାୟତା ପାଇପାରିବେ ସରକାର ଓ ପ୍ରଶାସନ ନିକଟରେ ଜଣାଇବା ପାଇଁ ଦାବି କରିବେ ରିଲିଫ ପର୍ଯ୍ୟାପ୍ତ ପରିମାଣରେ ଦେବା ପାଇଁ ପ୍ରଶାସନ ନିକଟରେ ଦାବିକରିବେ ବୋଲି ବନ୍ୟା ବିପନ୍ନ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ , ତାଙ୍କ ର ଏହିଭଳି ସହାନୁଭୂତି ପାଇଁ ବନ୍ୟା ପୀଡିତା ମାନେ ତାଙ୍କୁ ବହୁତ ପ୍ରଂଶସା କରିଥିଲେ, ଆଜି ପର୍ଯ୍ୟନ୍ତ କୌଣସି ନେତା, କିମ୍ଭା ଜନପ୍ରତିନିଧି ଆସିନଥିବେଳେ ଶ୍ରୀମତୀ କନକ ଲତା ମଳିକ ଅଂଚଳରେ ବେଶ ଚର୍ଚାରେ ଥିବାବେଳେ ଅଞ୍ଚଳର ଯୁବ ସମାଜ ସେବି ପ୍ରେମାନନ୍ଦ ସାହାଣୀ, କରୁନସିନ୍ଧୁ ସାମଲ , ରମେଶ ଜେନା, ପ୍ରବଧ ନାୟକ,ଘରକୁ ଘର ବୁଲି ବନ୍ୟା ପୀଡ଼ିତାଙ୍କ ଦୁଃଖ ରେ ସାମିଲ ହୋଇ ଥିଲେ,, ଭାଗିରଥି ଯେନାଙ୍କ ରିପୋର୍ଟ ଓମ ମିଡ଼ିଆ,

Aug 25, 2026 - 19:38
 0  24
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଶ୍ରୀମତୀ କନକ ଲତା ମଲ୍ଲିକ ବନ୍ୟା ବିପର୍ନ ଙ୍କୁ ସହୟତା  ହାତ ବଢ଼ାଇ ଛନ୍ତି,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0