ବିଶିଷ୍ଟ ବ୍ୟକ୍ତି କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |

ବିଶିଷ୍ଟ ବ୍ୟକ୍ତି କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କକର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସହିଦପୂର୍ ର ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ବିଶ୍ୱାଳ ଯେ କି ବରି ବ୍ଲକ ଅନ୍ତର୍ଗତ ଛତିଶ ଦେବିଲ ରେ ତାଙ୍କର ଜନ୍ମ , ସେ ଏମିତି ଜଣେ ବେକ୍ତିତ୍ଵ ଯେକୀ ବିଭିନ୍ନ ପ୍ରଶାସନିକ ପଦପଦବୀ ରେ ତାଙ୍କ ର କାର୍ଯ୍ୟ ଅତି ସ୍ମରଣ ଯୋଗ୍ୟ କାର୍ଯ୍ୟ କ୍ରମ ଥିଲା , ଏହି ସ୍ମୁତି ଚରଣ ସଭା କୁ ପୁରାତନ ଛାତ୍ର , ଛାତ୍ରୀ ମାନଙ୍କ ମଧ୍ୟରୁ ଚନ୍ଦ୍ର ଶେଖର ବେହେରା ,କିଶୋର କୁମାର ଦାସ ,ହରେକୃଷ୍ଣ ପଣ୍ଡା ,ରବୀନ୍ଦ୍ର ଜେନା ,ପ୍ରମୋଦ କୁମାର ବିଶ୍ୱାଳ ,ଅଜୟ କୁମାର ଦାସ ,ସୁରେଶ କୁମାର ମହାନ୍ତି ,କୁଞ୍ଜ ବିହାରୀ ବେହେରା ,ଶରତ କୁମାର ସାହୁ ,ଅଚ୍ୟୁତ ନନ୍ଦ ମିଶ୍ର ,ପ୍ରଫୁଲ୍ଲ ଚନ୍ଦ୍ର ରାୟ ,ମଧୁ ଧଳ ,ଏସ କେ ମୁସ୍ତାକ ଓ ଅନ୍ୟ ପୁରାତନ ଛାତ୍ର ସଂସଦ , ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ମହାନ୍ ବ୍ୟକ୍ତି ଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ବହୁ ଆଡମ୍ବରରେ ପାଳନ କରିବାର ନିଦର୍ଶନ ଅଛି , ସେଠାକାର ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ଏବଂ ବହୁ ଗନ୍ୟ ମନ୍ୟ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଙ୍କ ପୂର୍ବ କାର୍ଯ୍ୟ ସୂଚୀ କୁ ବଖାଣି ଥିଲେ , ସେଠାରେ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କ ପ୍ରତିକ୍ରିୟାରୁ ଜାଣି ବାକୁ ପାଇଲୁ , ସେ ଜଣେ ଏକାଧାରରେ ଶିକ୍ଷକ , କବି ଗାଳ୍ପିକ , ଅନୁ ଚିନ୍ତକ ପ୍ରଶାସନିକ ଅଧିକାରୀ , ଛତ୍ର , ଛାତ୍ରୀ ମାନଙ୍କୁ ସୁଦକ୍ଷ କରି ଗଢ଼ି ତୋଳିବାର ମହାନ୍ ଆତ୍ମା ତାଙ୍କ ହୃଦୟରେ ବିଦ୍ୟା ହୋଇଥିଲେ , ସେ ପାଇଁ କିଛି ବିଶିଷ୍ଟ ଲୋକେ ଏହି ଭାଷାରେ ତାଙ୍କୁ ସମ୍ବୋଧନ କରି ଥିଲେ ,ଏହି ଅବସରରେ ସମସ୍ତ ପୁରାତନ ଛାତ୍ର ସଂସଦ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଥିବାର ଆମେ ଦେଖିଥିଲୁ , ସର୍ବଶେଷରେ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ , ଯାଜପୁର ବିଂଝାରପୁର ପୁର ରୁ ଉଦୟ ନାଥ ଜେନା ସ୍ପେସିଆଲ ରିପୋର୍ଟର ଙ୍କ ସହ ରାଜୁ ଜେନା , ଓମ ମିଡିଆ ,

Sep 19, 2026 - 21:53
Sep 19, 2026 - 23:21
 0  29
ବିଶିଷ୍ଟ ବ୍ୟକ୍ତି କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0