ନାଉପାଳ ରାସ୍ତାର ଶିଳାନ୍ୟାସ,,
ନାଉପାଳ ରାସ୍ତାର ଶିଳାନ୍ୟାସ ଯାଜପୁର, ୩ । ୭ ।୨୬:? ଧର୍ମଶାଳା ବ୍ଲକ ଅନ୍ତର୍ଗତ ନାୁପାଳ ରସ୍ତାର ଆଜି ଶିଳାନ୍ୟାସ କରାଯାଇଛି । ଜାରକା ଗ୍ରାମ୍ୟ ଉନୟନ ବିଭାଗ ୨ କୋଟି ୫୫ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ଏହି ରାସ୍ତାର ଶିଳାନ୍ୟାଶ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ, ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମୀ ଓ ସାଧାଣ ଲୋକେ ବିଧାୟକ ଶ୍ରୀ ସାହୁଙ୍କଏକ ଖୋଲା ଜିପରେ ବସାଇ ବାଜା ବାଣ ରୋଷଣୀରେ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବିଜେପି ନେତାକାହ୍ନୁ ଚରଣ ଦାସ, ଜିତେନ୍ଦ୍ର ରାଉତ, ରାଜେଶ ପାଳ, ଦେବଦତ ପଣ୍ଡା,ଅତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କର, ଜାରକା ସରପଂଚ ସୁଦାମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଧର୍ମଶାଳା ରୁ କୁଲୁ ବରାଳ ଙ୍କ ରିପୋର୍ଟ ଓମ୍ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0