ଆର୍ଟ ଅଣ୍ଡ ପେଣ୍ଟିଙ୍ଗ ସଂଘ ର 7ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି,,,
ଆର୍ଟ ଅଣ୍ଡ ପେଣ୍ଟିଙ୍ଗ ସଂଘ ର 7ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି,
ଯାଜପୁର ଜିଲ୍ଲା, ବିଂଝାରପୁର ବ୍ଲକ ଅନ୍ତେର୍ଗତ, ସିଂହ ପୁର ଦରିଆ ନାହା କାଣି ମନ୍ଦିର ନିକଟରେ ଥିବା ଡି ଏନ ମଣ୍ଡପରେ ଜିଲ୍ଲା ସଭାପତି , ଅକ୍ଷୟ ବେଉରିଆ, ମୋହନ ଦାସ ସମ୍ପାଦକ, (କପିଳ ) ବିଂଝାରପୁର ସୁଦର୍ଶନ ପାତ୍ର, ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, ମଙ୍ଗୁଳି ଚରଣ ଯେନା ସମେତ ଦଶଟି ବ୍ଲକ ର ପଦାଧିକାରୀ ଓ ସଦସ୍ୟ, ସଦସ୍ୟା, ଚିତ୍ର କଳାକାର ଓ ନୃତ୍ୟ ଗୀତ କଳାକାର ମାନେ ଉପସ୍ଥିତ ରହି ଉତ୍ସବ ଟିକୁ ବହୁ ଆଡମ୍ବରେ ପାଳନ କରିବାର ନିଦର୍ଶନ ଅଛି, ସେଠାରେ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ରହି ଉତ୍ସବ ଟି କୂ ଉପଭୋଜ କରୁ ଥିବାର ଦେଖିବାକୁ ପାଇଥିଲୁ | ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତ୍ତ ନ କ୍ୟା ବିନେଟ ମନ୍ତୀ ଓ ବାଚସ୍ପତି, ବର୍ତ୍ତ ମାନର ବିଧାୟିକା ଶ୍ରୀମନ୍ତୀ ପ୍ରମିଳା ମଲ୍ଲିକ, ଯୋଗ ଦେଇଥିଲେ ବିଂଝାରପୁର ପୁର ପଂଚାୟତ ର ଚେୟାର ମାନ ରଂଜିତା କୁମାରୀ ଦାସ ମହୋଦୟା, ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ, ଯେନା ବାବୁ,
ସେଠାରେ ଆମେ ଦେଖିବାକୁ ପାଇଲୁ କୁନି କାଳରଙ୍କର ନୃତ୍ୟ ପରିବେଷଣ, ଏବଂ ଆଉଜଣେ କଳାକାର ଏକ ଦୁଃଖଦ ଭଂଜନ ରେ ନୃତ୍ୟ ପରିବେଷଣ, ଏବଂ ଅଘରୀ ନୃୟ ମଧ୍ୟ ସେଠାରେ ପରିବେଶ ହେଉଥିବାର ଦେଖିବାକୁ ମିଳିଥିଲା ଏହି ସବୁ କାର୍ଯ୍ୟା କ୍ରମରେ ଉପସ୍ଥିତ ଦର୍ଶକ ମାନେ ଖୁବ ଆନନ୍ଦିତ ଥିବାର ମାନେ ହେଉଥିଲା, କଳାକାର ଙ୍କ ପ୍ରତିକ୍ରିୟାରୁ ଜାଣିବାକୁ ପାଇଲୁ ଜେ ସରକାର ସେମାଙ୍କୁ ଅବହେଳା କରୁଅଛନ୍ତି, ସେମାଙ୍କର ଦାବି ରଖିଛନ୍ତି, କଳାକାର ଭତ୍ତା, ଜିଲ୍ଲା ରେ ଏକ କଳା, ଶିକ୍ଷା ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ଥାପନ କରାଯାଉ, ବାସ୍ତବରେ ଏଠି କଥା ଉଠେ ଚିତ୍ର କଳା ଅନ୍ୟ ସବୁ କଳା ଦ୍ୱାରା ଜଗଣ ସନ୍ତୁଷ୍ଟ ଓ ଉପ କୃତ ହୋଇଥାନ୍ତି, ଆମେ କିନ୍ତୁ ଦୁଃଖରେ ଥାଉ ଏହି କଥା ସରକାର ଓ ସମାଜ ବୁଝିଲେ, ବହୁତ ଭଲ ହୁଅନ୍ତା, ଶେଷରେ ସଭାପତି ସମସ୍ତ ଙ୍କୁ ଧନ୍ୟଵାଦ ଦେଇ ଏକାଠି ହୋଇ କଳା ବଞ୍ଚାଇ ରଖିବାବୁ କହି ଧନ୍ୟଵାଦ ଦେଇ ସଭା ସାଙ୍ଗ କରି ଥିଲେ
ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଯେନା ଙ୍କ ରିପୋର୍ଟ omm media
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0