ସ୍କୁଲ , କଲେଜ ଶିକ୍ଷକ ସମୋନୟ ସମିତି ତରଫରୁ ବି ଡି ଓ ଙ୍କୁ ଦାବି ପତ୍ର ,

ସ୍କୁଲ , କଲେଜ ଶିକ୍ଷକ ସମୋନୟ ସମିତି ତରଫରୁ ବି ଡି ଓ ଙ୍କୁ ଦାବି ପତ୍ର , ଯାଜପୁର ଜିଲ୍ଲା ବିଂଝରପୁର ବ୍ଲକ ପରିସରରେ ବିଞ୍ଝାରପୁର ବ୍ଲକ ର ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ସମନ୍ୱୟ ସମିତି ର ଶାନ୍ତି ପୂର୍ଣ୍ଣ ପ୍ରତିବାଦ ସଭା ଓ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ ଅବସରରେ ସଭାପତି ଓ ସମ୍ପାଦକ ନେତୃତ୍ୱରେ ଶିକ୍ଷକ ଙ୍କ ତରଫ ରୁ ବିଭିନ୍ନ ଦାବିନେଇ ସରକାର ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଅଛି , ଦାବିପତ୍ର ରେ ମୁଖ୍ୟ ଦାବି ଅନୁଦାନ ଉପରେ ଆଧାରିତ ସମସ୍ୟା ,ଶିକ୍ଷା ବ୍ୟବସ୍ଥା କୁ ସୁଧାର ଆଣି ଶିକ୍ଷା ବ୍ୟବସ୍ଥା କୁ ତ୍ଵରାନିତ କରାଯାଉ ବୋଲି ସେମାନଙ୍କ ପ୍ରତିକ୍ରିୟାରୁ ଜାଣିବାକୁ ପାଇଥିଲୁ ,ଯଥା ସମ୍ଭବ ସମ୍ବଳିତ ଦାବି ପତ୍ର ର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର ହେବ | ଯାଜପୁର ବିଂଝରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ , ଓମ୍ ମିଡିଆ ,

Aug 6, 2026 - 09:05
 0  0
ସ୍କୁଲ , କଲେଜ ଶିକ୍ଷକ ସମୋନୟ ସମିତି ତରଫରୁ ବି ଡି ଓ ଙ୍କୁ ଦାବି ପତ୍ର ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0