ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ଘାଟ ଠାରେ ମଧୁବାରେଣୀ ଉପଲକ୍ଷେ ପ୍ରସ୍ତୁତି ଶେଷ,,
ରଇପୁର ଘାଟ ଠାରେ ମଧୁବାରେଣୀ କାର୍ଯ୍ୟକ୍ରମ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ,, ବଡ଼ଚଣା :୧୫/୦୩/ସୁଶାନ୍ତ କୁମାର ବେହେରା, (ଓମ ମିଡ଼ିଆ ) ଆସନ୍ତା 22ତାରିଖ ରବିବାର ଦିନ ମଧୁବାରେଣୀ କାର୍ଯ୍ୟକ୍ରମ ପାଇଁ ତ୍ରିବେଣୀ ସଙ୍ଗମ ଠାରେ ଚୂଡାନ ପର୍ଯ୍ୟାୟରେ ପ୍ରସ୍ତୁତି. ରିପୋର୍ଟ. ଯାଜପୁର ପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଡଗପୁର ରଇପୁର ଘାଟ ଠାରେ ମଧୁବାରେଣୀ କାର୍ଯ୍ୟକ୍ରମ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟରେ.ବାଲିପଡ଼ିଆ ପଞ୍ଚାୟତ ହରିହାଟ ମଠର ମୁଖ୍ୟ ହରିହର ଦାସ ଆଜି ନଦୀର ଦୁଇ ପାର୍ଶ୍ୱ ର ଯଜ୍ଞକୁଣ୍ଡ କାର୍ଯ୍ୟକ୍ରମ ର ପ୍ରସ୍ତୁତି ଦେଖିବା ସହ ଏ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ଜନ ସମାଗମ ହେବ ବୋଲି କହିଛନ୍ତି. ଏହା ପରେ ଖଡ଼ଗପୁର ରଇପୁର ଗ୍ରାମର ମୁରବିଙ୍କ ସହ ପ୍ରସ୍ତୁତି ବୈଠକ କରି ଓମ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0